Browsing Tag

indian students

ଏୟାର ଇଣ୍ଡିଆ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା କଲା ମହଙ୍ଗା, ଆଉ ମିଳିବନି ୫୦ ପ୍ରତିଶତ ରିହାତି

ସିନିୟର ସିଟିଜେନ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା ହେବ ମହଙ୍ଗା। ଏୟାର ଇଣ୍ଡିଆ ପକ୍ଷରୁ ମିଳୁଥିବା ରିହାତି ଏବେ ଆଉ ମିଳିବନି। ଟାଟା ଗ୍ରୁପର ଆଭିଏସନ କମ୍ପାନୀ ଏୟାର ଇଣ୍ଡିଆ ଇକୋନମୀ ଶ୍ରେଣୀ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କୁ ଦେଉଥିବା ରିହାତିକୁ ଅଧା କରିଦେଇଛି । କମ୍ପାନୀର ୱେବସାଇଟ୍‌…

ଚର୍ଚ୍ଚାରେ ୨୪ ବର୍ଷୀୟ ପାଇଲଟ ମହେଶ୍ବତା; ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୮୦୦ ଭାରତୀୟଙ୍କୁ କରିଛନ୍ତି ଉଦ୍ଧାର

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଥିଲେ। ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ସ୍ଥାନାନ୍ତରଣ ଅଭିଯାନ ଅପରେସନ ଗଙ୍ଗା ମାଧ୍ୟମରେ ସ୍ବଦେଶ ଫେରିଲେ ଅନେକ ନାଗରିକ । ଏହି…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ କାର୍ଯ୍ୟ ଦେଶର ଛାତି ଚଉଡା କରି ଦେଉଛି…

ପୋଲାଣ୍ଡ ବର୍ଡରରେ ପହଂଚିଛନ୍ତି ଜଣେ ଭାରତୀୟ। ନାଁ ରୋନକ ରାୱଲ। ସେ ଡେନମାର୍କରେ ରୁହନ୍ତି, କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାରତୀୟଙ୍କ ପାଇଁ ଅଣ୍ଟା ଭିଡିଛନ୍ତି। ପହଞ୍ଚି ଯାଇଛନ୍ତି ପୋଲାଣ୍ଡ ବର୍ଡରରେ। ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ଫସିଥିବା ସବୁ ଦେଶର ଲୋକଙ୍କୁ ବାହାରକୁ…

କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟିତ ହେଲା ସ୍ଥାୟୀ ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ଉଦ୍‌ଘାଟିତ ହୋଇଛି । ଭାରତୀୟ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ, କିସ୍‌ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ବୈଷୟିକ…

ଋଷ ଓ ୟୁକ୍ରେନ ମହାଯୁଦ୍ଧ: ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଭାରତ ପାଇଁ ଦୁଃଖଦ ଖବର। ଖାରକିଭରେ ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି। ଏମଇଏ ପକ୍ଷରୁ ସଂପୃକ୍ତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ ଆରମ୍ଭ…

ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଉତ୍ତର ପୂର୍ବ ରାଜ୍ୟରୁ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ

କେନ୍ଯୁଜ୍:  ଉତ୍ତର ପୂର୍ବ ରାଜ୍ୟରୁ ୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଫେରୁଛନ୍ତି ଛାତ୍ରଛାତ୍ରୀ ଓ ପ୍ରବାସୀ ଓଡ଼ିଆ । ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ପ୍ରବାସୀଙ୍କୁ ଫେରାଇ ଆଣିବା ଦାୟିତ୍ୱ ବରିଷ୍ଠ IPS ଅମିତାଭ ଠାକୁରଙ୍କୁ ଦିଆଯାଇଥିଲା। ସୂଚନା ମୁତାବକ ତ୍ରିପୁରା, ମଣିପୁର…