Browsing Tag

India’s first ‘hands-on driver’

ଭାରତର ପ୍ରଥମ ହାତ ନଥିବା ଡ୍ରାଇଭର ଜିଲୋମୋଲ୍‌, ଏମିତି ହାସଲ କରିଛନ୍ତି ନିଜର ଲକ୍ଷ୍ୟ

ମନରେ ଥିବା ଅଦମ୍ୟ ସାହସ, ଆପଣଙ୍କୁ ନିଜ ଲକ୍ଷ୍ୟପଥରେ ପହଞ୍ଚାଇବ। ଯଦି ମନରେ କିଛି କରିବାର ଇଚ୍ଛା ରହିଥିବ, ତେବେ ଆପଣଙ୍କ ରାସ୍ତାରେ କୌଣସି ବାଧାବିଘ୍ନ ଆସିଲେ ମଧ୍ୟ ଆପଣ ନିଜ ଲକ୍ଷ୍ୟ ପଥରୁ ହଟିବେ ନାହିଁ। ଏହି କଥାକୁ ପ୍ରମାଣିକ କରିଛନ୍ତି ଜିଲୋମୋଲ ମେରିଏଟ ଥମାସ୍‌। ତାଙ୍କର ହାତ ନଥିବା…