Browsing Tag

India’s first pilot to fly Rafale

ରାଫେଲର ଏ ହେଉଛନ୍ତି ପ୍ରଥମ ଭାରତୀୟ ପାଇଲଟ୍‌, କଶ୍ମୀର ନିବାସୀ ଅହମ୍ମଦ ରାଠୋର

ନୁଆଦିଲ୍ଲୀ : ବହୁ ପ୍ରତିକ୍ଷା ପରେ ଫ୍ରାନ୍ସରୁ ରାଫେଲ୍‌ ଫାଇଟର ଜେଟ୍‌ ଭାରତରେ ପହଞ୍ଚିଛି । ତେବେ ଫ୍ରାନ୍ସରୁ ଏହାର ପ୍ରଥମ ଉଡ଼ାଣ ଭରିଥିବା ପାଇଲଟ୍‌ ହେଉଛନ୍ତି ଏୟାର୍‌ କମାଣ୍ଡର ହିଲାଲ୍‌ ଅହମ୍ମଦ ରାଠୋର । ଯେ କି କଶ୍ମୀର ନିବାସୀ । ହିଲାଲ୍‌ ଏବେ ଫ୍ରାନ୍ସରେ ଭାରତ ଏୟାର୍‌ ଫୋର୍ସର…