Browsing Tag

indias framer law in british parliament

କୃଷି ଆଇନକୁ ନେଇ ବ୍ରଟେନ୍‌କୁ ଭାରତର ଚେତାବନୀ : ‘ଆମ ସହ ଭୋଟ୍‌ ବ୍ୟାଙ୍କ ରାଜନୀତି କରନି’

ନୂଆଦିଲ୍ଲୀ :  କୃଷି ଆଇନକୁ ନେଇ ଭାରତରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନ ଥମିନାହିଁ । ଏପଟେ ଏହାକୁ ନେଇ ଅନ୍ୟ ଦେଶରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ଏବେ ବ୍ରିଟିଶ୍‌ ସଂସଦରେ ଭାରତର ନୂଆ କୃଷି ଆଇନକୁ ନେଇ ବିତର୍କ ଚାଲିଛି । ଏହାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।…