Browsing Tag

india’s population

ଆଗାମୀ ୮ ବର୍ଷ ସୁଦ୍ଧା ଚୀନଠୁ ଅଧିକ ହେବ ଭାରତର ଜନସଂଖ୍ୟା !

ବର୍ତ୍ତମାନ ବିଶ୍ବରେ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ମଧ୍ୟରେ ଚୀନ ସବୁଠାରୁ ଆଗରେ ରହିଛି। ଏହା ପଛକୁ ରହିଛି ଭାରତ। ଜନସଂଖ୍ୟା ରୋକିବା ପାଇଁ ଚୀନ ବିଭିନ୍ନ ଯୋଜନା ଆରମ୍ଭ କରିଥିବା ବେଳେ ଭାରତ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ପାରିନାହିଁ, ଯାହାକି ଭାରତ ପାଇଁ ଶୁଭ ଖବର…