Browsing Tag

indigo flight

IndiGo ବିମାନରେ ବୋମା! ସୂଚନା ମିଳିବା କ୍ଷଣି ଭୟଭୀତ ହୋଇ ପଡ଼ିଲେ ଯାତ୍ରୀ, ରୋକି ଦିଆଗଲା ଚେନ୍ନାଇ-ଦୁବାଇ ଉଡ଼ାଣ

ଚେନ୍ନାଇରୁ ଦୁବାଇ ପାଇଁ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନକୁ ଅଚାନକ୍‌ ରୋକି ଦିଆଯାଇଛି। କାରଣ, ବିମାନ ଭିତରେ ବୋମା ଥିବା ନେଇ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା, ଯେଉଁ ଖବର ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନା ମୁତାବକ, ବିମାନ ଉଡ଼ିବାକୁ ପ୍ରସ୍ତୁତ…

ଇଣ୍ଡିଗୋର ଜବରଦସ୍ତ ଅଫର: ବର୍ଷେ ପର୍ଯ୍ୟନ୍ତ ମାତ୍ର ୧୬୧୬ ଟଙ୍କାରେ କରିପାରିବେ ବିମାନ ଯାତ୍ରା, ଆଜି ହିଁ କରନ୍ତୁ…

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନରେ ଯାତ୍ରା କରିବା ପାଇଁ ଇଣ୍ଡିଗୋ ଆଣିଛି ଦମଦାର ଅଫର। ଇଣ୍ଡିଗୋ ଦେଶରେ ୧୬ ବର୍ଷ ପୂରଣ କରିବା ଅବସରରେ ଘରୋଇ ରୁଟସରେ ‘Sweet16’ ଅଫର ଆଣିଛି। ଯେଉଁଥିରେ ମାତ୍ର ୧୬୧୬ ଟଙ୍କାରେ ଆପଣ ବିମାନ ଯାତ୍ରା କରିପାରିବେ। ଏହି ଅଫର ଆଜିଠାରୁ ଆରମ୍ଭ…

ଇଣ୍ଡିଗୋ ବିମାନ ଚକା ତଳେ ପଶିଗଲା କାର, ଉଡ଼ାଣ ଭରିବା ବେଳେ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିମାନ ଚକା ତଳେ ପଶିଗଲା କାର। ଦିଲ୍ଲୀ ବିମାନ ବନ୍ଦନରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା। ଏଠାରେ ଆଜି ଏକ କାର ଇଣ୍ଡିଗୋ ବିମାନ ତଳେ ପଶିଯାଇଛି। କିନ୍ତୁ କାରଟି ବିମାନ ଚକରେ ବାଜିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ଏକ ବଡ଼ ଦୁର୍ଘଟଣା ହେଉ ହେଉ ଅଟକିଯାଇଛି। କୁହାଯାଉଛି ଯେ…

ପାକିସ୍ତାନରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହାଇଦ୍ରାବାଦ ପରିବର୍ତ୍ତେ କରାଚିରେ କଲା…

ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି। ସ୍ପାଇସଜେଟ ପରେ ଏବେ ଇଣ୍ଡିଗୋ ବିମାନ ପାକିସ୍ତାନରେ ଜରୁରୀ ଅବତରଣ କରିଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଇଣ୍ଡିଗୋ ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ପୁଣିଥରେ ମଝି ଆକାଶରେ ଏକ ବିମାନ ଫସିଥିବା…

ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ। ସରକାରଙ୍କ ପରିବର୍ତ୍ତିତ ଲକ୍ ଡାଉନ୍ ନିଷ୍ପତ୍ତି ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଉଡାଣ ତାରିଖରେ ପରିବର୍ତ୍ତନ କରାଯାଇଛି । ମେ ୩ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍ ଅବଧି ବଢିବା ପରେ ଇଣ୍ଡିଗୋ ଏହାର ଠିକ୍ ପର ଦିନ…

ରନୱେରୁ ଫେରିଲା ଗଡ଼କରୀଙ୍କ ବିମାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବସିଥିବା ଇଣ୍ଡିଗୋ ବିମାନ ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲା। ବିମାନଟି ରନ୍‌ୱେରେ ମଧ୍ୟ ଗଡ଼ିବା ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ୍‌ ଏହାର ଉଡ଼ାଣକୁ ରନ୍‌ୱେରୁ ହିଁ ବାତିଲ କରିବାକୁ କହିଥିଲେ। ଫଳରେ ଏକ…