Browsing Tag

indigo pilot

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଧମକ୍‌ ଦେବା ଘଟଣା: Indigo ପାଇଲଟ୍‌ ହେଲେ ସସ୍‌ପେଣ୍ଡ

ବିମାନ କ୍ଷେତ୍ରରେ ନିୟାମକ ଡିଜିସିଏ ଗତ ୧୩ ଜାନୁଆରୀରେ ଚେନ୍ନାଇ-ବେଙ୍ଗାଲୁର ବିମାନରେ ହ୍ଵିଲଚେୟାରରେ ଯାତ୍ରା କରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ଇଣ୍ଡିଗୋର ଜଣେ କ୍ୟାପଟେନଙ୍କୁ ତିନି ମାସ ପାଇଁ ନିଲମ୍ବିତ କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ ପାଇଲଟ…