Browsing Tag

indira awaas yojana

ବାଟମାରଣା ଇନ୍ଦିରା ଆବାସ ଟଙ୍କା, ପ୍ରକୃତ ହିତାଧିକାରୀଙ୍କ ଖାତାକୁ ନଯାଇ ଅନ୍ୟଜଣଙ୍କ ଖାତାରେ ହୋଇଛି ଜମା

ଗଞ୍ଜାମ : ଇନ୍ଦିରା ଆବାସ ଯୋଜନାରେ ଆସିଥିବା ଟଙ୍କା ବାଟମାରଣା । ପ୍ରକୃତ ହିତାଧିକାରୀଙ୍କ ଖାତାକୁ ଟଙ୍କା ନଯାଇ ଅନ୍ୟଜଣଙ୍କ ଖାତାରେ ଟଙ୍କା ଜମାହୋଇଛି । ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ଗୋବିନ୍ଦପୁର ଗାଁର ପୀତବାସ ଗୌଡ଼ । ତାଙ୍କ ନାଁରେ ଆସିଥିବା ଇନ୍ଦିରା ଆବାସ ଘର…