Browsing Tag

indo-china relationship

ଚୀନ କଥାରେ ରହୁନି ତାଳମେଳ, କହୁଛି ଗୋଟେ କରୁଛି ଗୋଟେ

ଗତ ଜୁନ ୧୫ ତାରିଖରେ ଗଲବାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା ପରେ ଦୁଇ ଦେଶ ମଧ୍ୟରେ ଥିବା ଅଶାନ୍ତ ସ୍ଥିତି ଘନେଇବାରେ ଲାଗିଛି । ସୀମାନ୍ତରେ ଶାନ୍ତି ଫେରେଇ ଆଣିବା ପାଇଁ ୧୧ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଚୀନ ପକ୍ଷ ଶାନ୍ତି ସ୍ଥାପନା ନେଇ…