Browsing Tag

indo- pak border area

ଭାରତ-ପାକ ସୀମାରେ ଏକ ସୁଡ଼ଙ୍ଗ ଠାବ କଲେ ବିଏସଏଫ ଯବାନ

ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଠାବ ହୋଇଛି ଏକ ସୁଡଙ୍ଗ । ଜମ୍ମୁସ୍ଥିତ ସାମ୍ବା ସେକ୍ଟର ନିକଟ ଅଞ୍ଚଳରୁ ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସ୍‌ଏଫ୍‌ ଯବାନ। ଭାରତ ପାକ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ଏହାକୁ ଠାବ କରାଯାଇଛି । ସେପଟେ ଜମ୍ମୁ- କାଶ୍ମୀର ଶ୍ରୀନଗର ଅଂଚଳରେ ବିଳମ୍ବିତ…