Browsing Tag

Indonesia

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ପ୍ରକାଶିତ ଖବର ଅନୁଯାୟୀ, ମ୍ୟାଚ୍‌ ସମୟରେ ଦଙ୍ଗା ଯୋଗୁଁ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି…

ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ଦଙ୍ଗା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର କାଣ୍ଡ । ମ୍ୟାଚ ବେଳେ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ। ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ…

୧୩ ଛାତ୍ରୀଙ୍କୁ ଦୁଷ୍କର୍ମ, ୮ ହୋଇଗଲେ ଗର୍ଭବତୀ; ଶିକ୍ଷକଙ୍କୁ ‘ସଜା-ଏ-ମୌତ୍‌’

ଇଣ୍ଡୋନେସିଆରେ ଜଣେ ଶିକ୍ଷକ ନିଜ କୁକର୍ମ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଠାରେ ଏକ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଶିକ୍ଷକ ଇସ୍‌ଲାମିକ ସ୍କୁଲରେ ୧୩ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏଥି ପୂର୍ବରୁ ଫେବୃଆରୀରେ ବାଣ୍ଡୁଙ୍ଗ୍‌ ସିଟି କୋର୍ଟ ତାଙ୍କୁ ଆଜୀବନ…

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ ମଡେଲ, ଖବର ହେଉଛି ଭାଇରାଲ

ଜୀବନରେ କେବେ କେଉଁ ଘଟଣା ଘଟିଯିବ ତାହା କାହାକୁ ଜଣାନଥାଏ । ଅନେକ ଥର ଏଭଳି ଘଟଣା ଘଟିଛି ଯାହା ବିଶ୍ୱାସ କରିହୁଏନି। ଲାଗେ ଯେପରି ‘ଏହା ଭଗବାନଙ୍କ ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ଆପଣ…

ଦେହରୁ କପଡ଼ା ଖୋଲି ଏୟାରପୋର୍ଟରେ ନଗ୍ନ ଫଟୋଶୁଟ୍‌! ମଡେଲଙ୍କୁ ଗିରଫ କଲା ପୋଲିସ; ହୋଇପାରେ ୧୮ ବର୍ଷ ଜେଲ୍‌

ଇଣ୍ଡୋନେସିଆର ଜାଭାରେ ଓନଲିଫ୍ୟାନ୍ସ ଫେମ୍‌ ମଡେଲଙ୍କୁ ବିମାନବନ୍ଦରରେ ଅଶ୍ଳୀଳ ଫଟୋଶୁଟ୍‌ କରେଇବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି କି, ସେ ଏୟାରପୋର୍ଟରେ ହିଁ ନିଜ କପଡ଼ା ଖୋଲି ନ୍ୟୁଡ୍‌ ଫଟୋଶୁଟ୍‌ କରୁଥିଲେ। ସିସ୍କାଇ ନାମ୍ନୀ ଯୁବତୀଙ୍କୁ ଏବେ ଏହି ମାମଲାରେ ୧୮ ବର୍ଷ ଜେଲ୍‌…

ଏହି ମୁସଲିମ ଦେଶରେ ପୂଜା ପାଆନ୍ତି ଭଗବାନ ରାମ

ଇଣ୍ଡୋନେସିଆ, ଏହି ଦେଶରେ ମୁସଲିମ ଧର୍ମର ଲୋକ ବସବାସ କରନ୍ତି। କିନ୍ତୁ ଏମାନେ ଭଗବାନ ରାମଙ୍କୁ ପୂଜା କରିଥାନ୍ତି। ଭଗବାନ ରାମଙ୍କୁ ନେଇ ଏଠାରେ ଲୋକମାନଙ୍କ ମନରେ ରହିଛି ଅନେକ ଆସ୍ଥା ଓ ବିଶ୍ୱାସ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, କିନ୍ତୁ କଥାଟା ଏକଦମ ସତ। ମୁସଲିମ ଲୋକ ଏଠାରେ ରାମ ଭଗବାନଙ୍କୁ…

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଏଠାରେ ମହିଳାଙ୍କ ଆଙ୍ଗୁଠିକୁ କଟାଯାଏ, ଜାଣନ୍ତୁ ଏ ସ୍ଥାନର ରହସ୍ୟ

ଦୁନିଆରେ ଏମିତି ଅନେକ ଭୟଙ୍କର ପରମ୍ପରା ରହିଛି ଯାହାକୁ ଜାଣିଲେ ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ତେବେ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଅଜବ ପରମ୍ପରା ମଧ୍ୟ ରହିଛି । ଶୁଣିଲେ ଯେତିକି ଭୟ ଲାଗେ ତାଠୁ ଅଧିକ ଏହା ଭୟଙ୍କର ହୋଇଥାଏ । କିଛି ଦେଶରେ ଅଜବ ପରମ୍ପରା ଉପରେ ସରକାର ରୋକ ଲଗାଇଛନ୍ତି…

କୌଣସି ମହିଳା ନୁହେଁ ବରଂ କୁକରକୁ ବିବାହ କଲେ ଯୁବକ, ଦେଖନ୍ତୁ ଫଟୋ

କୁକରକୁ ବିବାହ କଲେ ଯୁବକ। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ଲୋକମାନେ ସାଧାରଣତଃ ନିଜକୁ ବୁଝିପାରୁଥିବା ଭଳି ଜଣେ ପାର୍ଟନରକୁ ବାହା ହେବାକୁ ପସନ୍ଦ କରୁଥିବା ବେଳେ ଏହି ବ୍ୟକ୍ତି କିନ୍ତୁ ଏକ ରାଇସ୍‌ କୁକରକୁ ବିବାହ କରିଛନ୍ତି। ଇଣ୍ଡୋନେସିଆର ଏହି ବ୍ୟକ୍ତିଙ୍କ ନାମ ଖୋଇରୁଲ ଅନାମ୍‌ ବୋଲି…

ଆମ ଦେଶରେ କିଛି ରୋଚକ ତଥ୍ୟ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମ ଦେଶ ଭାରତ, ଯେଉଁଠି ବିଦେଶୀ ପର୍ଯ୍ୟଟକଙ୍କର ସୁଅ ପ୍ରାୟ ପ୍ରତ୍ୟେକ ସମୟରେ ଦେଖିବାକୁ ମିଳିଥାଏ। କୁହାଯାଏ ସମସ୍ତଙ୍କର ପ୍ରିୟ ଦେଶ ହେଉଛି ଭାରତ। କାରଣ ସବୁ ଦେଶ ଅପେକ୍ଷା ଭାରତୀୟ ଜଳବାୟୁ ଶରୀର ପାଇଁ ଯେତିକି ଉପଯୋଗୀ ହୋଇଥାଏ ସେହିପରି ଖାଦ୍ୟର ମଧ୍ୟ କୌଣସି ଜବାବ ନଥାଏ। ଭାରତୀୟଙ୍କ…

ଇଣ୍ଡୋନେସିଆର ତାଙ୍ଗରେଙ୍ଗ ଜେଲରେ ଭୟାବହ ଅଗ୍ନିକାଣ୍ଡ: ପୋଡି ହୋଇ ୪୧ କଏଦୀ ମୃତ, ୮୦ ଆହତ

ଇଣ୍ଡୋନେସିଆର ରାଜଧାନୀରେ ଥିବା ଏକ ଜେଲରେ ଭୀଷଣ ଅଗ୍ନିକାଣ୍ଡରେ ୪୧ କଏଦୀଙ୍କ ପ୍ରାଣ ହରାଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖବର ମୁତାବକ,…

ଇଣ୍ଡୋନେସିଆର ଏହି ମନ୍ଦିରରେ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ଆପଣ ସମସ୍ତେ ସମୁଦ୍ର ମନ୍ଥନ କଥା ତ ବହୁବାର ଶୁଣିଥିବେ। ଏହାକୁ ନେଇ ଅନେକ ପୌରାଣିକ ଗାଥା ମଧ୍ୟ ରହିଛି। ଯାହା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରେ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ଯେ, ସମୁଦ୍ର ମନ୍ଥନର ପୂରା ପ୍ରକି୍ରୟା ସୃଷ୍‌ଟି ସଂରଚନା ପାଇଁ ହୋଇଥିଲା…

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତି , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ବିଷ୍ଣୁ ସମୃଦ୍ଧି ଓ ବୈଭବର ପ୍ରତୀକ। ତାଙ୍କର ପାଳନକର୍ତ୍ତା ବୋଲି କୁହାଯାଏ। ସାରା ଭାରତରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ତାଙ୍କୁ ଭିନ୍ନ ଭିନ୍ନ ନାମରେ ପୂଜା ନହୁଏ। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସବୁଠାରୁ ଉଚ୍ଚ ବିଷ୍ଣୁଙ୍କ…