Browsing Tag

indrabati

କଳାହାଣ୍ଡି: ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ, ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ିଗଲା ପାଣି

କଳାହାଣ୍ଡି(କେନ୍ୟୁଜ୍):  ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ । କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ଗୁନଗୁନିଆ ଗାଁ ନିକଟରେ ଆଜି କେନାଲରେ ଘାଇ ସୃଷ୍ଟି ହୋଇ ଗୁନଗୁନିଆ,ବାଣ୍ଡିଗା ରେଙ୍ଗାଲପାଲି ଗାଁର ପ୍ରାୟ ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ଯାଇଛି । ଏବେ ରବି ଧାନ…

ବିଜୁଳିରେ ଝଲସିଲା କଳାହାଣ୍ଡି: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ…

କଳାହାଣ୍ଡି: ଇନ୍ଦ୍ରାବତୀ ବିଜୁଳିରେ ଝଲସିଲା କଳାହାଣ୍ଡି । ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ। ପୂରଣ ହେଲା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ଆଶା । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ସଂଯୋଗ। ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଭିଡିଓ…