Browsing Tag

indrabati dam

କଳାହାଣ୍ଡି: ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ, ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ିଗଲା ପାଣି

କଳାହାଣ୍ଡି(କେନ୍ୟୁଜ୍):  ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ । କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ଗୁନଗୁନିଆ ଗାଁ ନିକଟରେ ଆଜି କେନାଲରେ ଘାଇ ସୃଷ୍ଟି ହୋଇ ଗୁନଗୁନିଆ,ବାଣ୍ଡିଗା ରେଙ୍ଗାଲପାଲି ଗାଁର ପ୍ରାୟ ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ଯାଇଛି । ଏବେ ରବି ଧାନ…

ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳବାସୀଙ୍କ ସ୍ୱପ୍ନର ପଡ଼ିଲା ମୂଳଦୁଆ, ଗୋଲାଗାଡ଼ ଘାଟରେ ସେତୁ ନିର୍ମାଣ ପାଇଁ ହେଲା ଶିଳାନ୍ୟାସ

ଭବାନୀପାଟଣା : ଇନ୍ଦ୍ର।ବତୀ ବୁଡିଆଂଚଳ ଲୋକଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରା ହେବାକୁ ଯାଉଛି । ଥୁଆମୂଳ ରାମପୁର ବ୍ଲକ ଗୋଲାଗାଡ଼ ଘାଟରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରି ଶିଳାନ୍ୟାସ କରିଛନ୍ତି । କଳାହାଣ୍ଡି ଇନ୍ଦ୍ର।ବତୀ ଜଳଭଣ୍ଡରରେ ଜଳବନ୍ଦୀ…