Browsing Tag

Indrabati irrigation canal

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ, ସୃଷ୍ଟି ହୋଇଛି ୧୦ ଫୁଟର ଘାଇ

କନ୍ଧମାଳ (କେନ୍ଯୁଜ୍): ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ । କନ୍ଧମାଳ ଜିଲ୍ଲା କୋକସରା ବ୍ଳକର ମାଝୀଗୁଡ଼ା ନିକଟରେ କେନାଲ ବନ୍ଧ ଭାଙ୍ଗିବା ସହ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଚାଷୀଙ୍କ ଜମିରେ ମାଡିଯାଇଛି ପାଣି । ଚଳିତବର୍ଷ ପ୍ରଥମ ଥର ଇନ୍ଦ୍ରବାତୀରୁ ଚାଷୀଙ୍କ ଜମିକୁ…