Browsing Tag

indravati lift irrigation project

ମକର ସଂକ୍ରାନ୍ତିରେ ପଶ୍ଚିମ ଓଡ଼ିଶାକୁ ବଡ଼ ଭେଟି ଦେବେ ରାଜ୍ୟ ସରକାର, ଉଦ୍‌ଘାଟିତ ହେବ ବୃହତ୍‌ ଜଳସେଚନ ପ୍ରକଳ୍ପ

ଭବାନୀପାଟଣା (କେ ନ୍ୟୁଜ୍‌) : ବଦଳିବ କଳାହାଣ୍ଡିର ଭାଗ୍ୟ । ମକରସଂକ୍ରାନ୍ତି ରେ କଳାହାଣ୍ଡିବାସୀଙ୍କୁ ବଡ଼ ଭେଟି ଦେବେ ରାଜ୍ୟ ସରକାର । ଇନ୍ଦ୍ରାବତୀ ମେଗା ଉଠାଜଳେସଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୯ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି…