Browsing Tag

infant dies

ଆନନ୍ଦପୁର: ବାପାର ଠେଙ୍ଗା ମାଡ଼ରେ ଗଲା ଝିଅର ଜୀବନ

ଆନନ୍ଦପୁର(କେନ୍ୟୁଜ୍): ବାପାର ଠେଙ୍ଗା ମାଡ଼ରେ ଗଲା ଝିଅର ଜୀବନ । ଆନନ୍ଦପୁର ପୌର ପରିଷଦ ୧୩ନଂ ୱାର୍ଡରେ ଖାପରଖାଇ ସାଉନ୍ତି ସାହିରେ ଘଟିଛି ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରି ଫେରାର ହୋଇଛି ବାପା। ଏକ ସ୍କୁଟିକୁ ନେଇ ସାଉନ୍ତି ସାହିର ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଝଗଡ଼ା ଉଗ୍ରରୂପ…