Browsing Tag

inflammatory phone calls

ଦେଶର ମାହୋଲ ବିଗାଡ଼ିବାକୁ ଚାଲିଛି ଷଡ଼ଯନ୍ତ୍ର, ଲୋକଙ୍କ ନିକଟକୁ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ

ଅଗଷ୍ଟ ୧୫ ଅବସରରେ ଦେଶର କେତେକ ସହରର ଲୋକଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ଏହି ମାମଲାରେ ଏବେ ଯାଏଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଧ୍ୟ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଦେଶଦ୍ରୋହ ଓ ଷଡ଼ଯନ୍ତ୍ର ରଚିବା ତଥା ଦେଶର ମାହୋଲ ଖରାପ କରିବା ଭଳି ଅଭିଯୋଗରେ ଏକ ମାମଲା ରୁଜୁ କରିଛି।…