Browsing Tag

jail prisoner

ଜେଲରେ ଚାକିରି କରି ଏକାସାଙ୍ଗରେ କଏଦୀ ପ୍ରେମରେ ପଡିଗଲେ ଦୁଇ ଯୁବତୀ, ପରେ ଯୁବତୀଙ୍କ ନାମରେ ଆସିଲା ଏଭଳି ଅଭିଯୋଗ

ଦୁଇଜଣ ଯୁବତୀଙ୍କ ପ୍ରେମରେ ପଡିଗଲେ କଏଦୀ। ଜେଲରେ କାମ କରୁଥିବା ଦୁଇଜଣ ଯୁବତୀ ଜଣେ ପ୍ରେମିକକୁ ପ୍ରେମ କରି ବସିଛନ୍ତି। ଦୁହିଁଙ୍କ ସହିତ ରୋମାଣ୍ଟିକ ରିଲେସନସିପରେ ରହିଥିଲେ କଏଦୀ। ଏବେ ବିପଦରେ ଫସିଗଲେ ଦୁଇ ଯୁବତୀ। ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ନର୍ସ ଏବଂ ଅନ୍ୟ ଜଣେ କଷ୍ଟଡି ଅଫିସର…

କଏଦୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଜେଲର୍‌; ବାରାକ୍‌ରେ ଅଏସ୍‌-ଆରାମରେ ରହୁଥିଲା ପ୍ରେମିକ! ଆଉ ଯେତେବେଳେ ଖୁଲାସା…

ବ୍ରିଟେନର ଜଣେ ମହିଳା ଜେଲର ନିଜ ଜେଲ୍‌ର ହିଁ ଜଣେ କଏଦୀଙ୍କୁ ଭଲପାଇ ବସିଥିଲେ। ପ୍ରେମରେ ଉବୁଟୁବୁ ମହିଳା ଜେଲର ଜଣକ କଏଦୀଙ୍କ ପାଇଁ ଆଇଫୋନ୍‌ ଚୋରା ଚାଲାଣ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଢ଼େର୍‌ ସମୟ ଧରି ଚାଲୁଥିଲା କଥାବାର୍ତ୍ତା। ଏପରି କି, ଜେଲ୍‌ରେ କେତେବେଳେ ଚେକିଂ ହେବ, ସେ ନେଇ ନିଜ…

କଏଦୀଙ୍କ ଶରୀରରୁ ହାର୍ଟ, କିଡ୍‌ନୀ କାଢ଼ି ନେଉଛି ଚୀନ! ମୃତ୍ୟୁ ପୂର୍ବରୁ ବ୍ରେନ ଡେଡ୍‌ କହି କରୁଛି ସର୍ଜରୀ…ରିପୋର୍ଟରେ…

ଚୀନ ଅନେକ ମାମଲାରେ ଦୁନିଆ ନଜରକୁ ଆସି ଯାଉଛି। ପ୍ରଥମେ କରୋନା ଏବଂ ପରେ ସେଠାକାର ଲୋକଙ୍କ ସ୍ୱାଧୀନତା ଉପରେ ସରକାରଙ୍କ କଣ୍ଟ୍ରୋଲ। ଚୀନରୁ ସାମ୍ନାକୁ ଆସୁଥିବା ଅନେକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ ଏଠି ଲୋକଙ୍କ ଜୀବନ ସରକାରଙ୍କ ହାତରେ ହିଁ ରହିଛି। ସରକାର ନିଜ ହିସାବରେ ଲୋକଙ୍କୁ…

ନିଶା ଖାଇବା ଚକ୍କରରେ ୧୨ କଏଦୀ ପିଇଲେ ସାନିଟାଇଜର, ୨ ମୃତ

ଶ୍ରୀଲଙ୍କା: କରୋନାକୁ ମାତ୍ ଦେବା ପାଇଁ ସାନିଟାଇଜର ଏବଂ ମାସ୍କ ପ୍ରମୁଖ ଅସ୍ତ୍ର। କିନ୍ତୁ ଏହି ସୁରକ୍ଷା ଅସ୍ତ୍ର ଯୋଗୁଁ କାହା ଜୀବନ ଯାଇପାରେ ତାହା ହୁଏତ କେହି ଭାବିନଥିବେ। ଏମିତି ଏକ ଘଟଣା ଶ୍ରୀଲଙ୍କାର ଏକ ଜେଲରେ ଦେଖିବାକୁ ମିଳିଛି। ଜେଲରେ କରୋନା ସହିତ ଲଢେଇ କରିବା ପାଇଁ ଯେଉଁ…

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାରନାମା, ଜେଲରଙ୍କ ତଣ୍ଟିରେ ଛୁରୀ ଲଗାଇ ଅର୍ଡର କଲେ ପିଜ୍ଜା

ଜେଲରେ ବନ୍ଦୀ ଥିବା କଏଦୀଙ୍କ ଅଜବ କାଣ୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ସ୍ୱିଡେନ୍‌ ଜେଲରୁ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି କଏଦୀ ଜେଲରଙ୍କ ବେକରେ ଛୁରୀ ଲଗାଇ ପିଜ୍ଜା ଅର୍ଡର କରିବାକୁ ବାଧ୍ୟ କରିଥିବା ଜଣାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ସବୁଠୁ ଅଧିକ ଚର୍ଚ୍ଚାରେ…

ଜୟପୁର: ଜେଲ୍‌ ପାଇଖାନାରେ ବିଚାରାଧୀନ କଏଦୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର (କେନ୍ୟୁଜ୍): ଜୟପୁର ସଦର ଥାନାରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛି। ମୃତକ ଜଣକ ହେଲେ ଗୋପାଳରାମ ପାଶୱନ। ତାକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୋଲିସ ଗିରଫ କରିଥିଲା। ଗୋପାଳରାମଙ୍କ ଘର ରାଜସ୍ଥାନରେ । କୋରାପୁଟ ନନ୍ଦପୁର…

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍‌ରେ ଛାଡିବାକୁ ନିର୍ଦ୍ଦେଶ ଦେଲେ…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍‌ରେ ଛାଡିବାକୁ ନିର୍ଦ୍ଦେଶ। ଜେଲ୍‌ ଭିତରେ ଏକା ସହ ବହୁ ସଂଖ୍ୟାରେ କଏଦୀ ରହୁଥିବାରୁ ସେମାନେ କୋରାନାରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜେଲ୍‌ଗୁଡିକରୁ କଏଦୀ ସଂଖ୍ୟା…