Browsing Tag

jajpur

ନାଭିଗୟାରେ ପିଣ୍ଡଦାନ କଲେ ପିତୃପୁରୁଷ ପାଇଥାନ୍ତି ମୁକ୍ତି, ଜାଣନ୍ତୁ କ’ଣ ରହିଛି ପୌରାଣିକ ମାନ୍ୟତା

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନର ପରମ୍ପରା ରହିଛି । ଏହି…

ଯାଜପୁର ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ: ୯ଜଣ ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଟ୍ରକ ଚୋରି ଘଟଣାରେ ୯ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ସେମାନଙ୍କ ପାଖରୁ ଗୋଟିଏ କାର ଓ ୨ଲକ୍ଷ ୪୫ହଜାର ଟଙ୍କା ଜବତ କରାଯାଇଛି । ଗତ ୧୧ତାରିଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟସ୍ଥ ଏକ କ୍ରସରରୁ ଏକ ଟ୍ରକ ଚୋରି ଘଟଣାର ତଦନ୍ତ କରିବା ବେଳେ ଟ୍ରକ ଚୋରି…

ଯାଜପୁର: ଶ୍ରମିକଙ୍କ ମୃତଦେହ ଠାବ, ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ କରୁଥିଲେ କାମ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଂଚାୟତରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସ ପରିସରରୁ ଜଣେ ଶ୍ରମିକ ମୃତଦେହ ଉଦ୍ଧାର। ମୃତକ ହେଲେ ଛତିଶଗଡ଼ ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ। ସୂଚନା ମୁତାବକ, ଧନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର…

ଗଣେଶ ପୂଜା ଭସାଣି ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୩ଗୁରୁତର

ଯାଜପୁର (କେନ୍ୟୁଜ): ଗଣେଶ ପୂଜା ଭସାଣି ସମୟରେ ଅଘଟଣ। ଡିଜେ କରେଣ୍ଟ ଆଘାତରେ ଜଣେ ମୃତ ଓ ୩ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟି ନିକଟ ଫୁଲାଡି ଗ୍ରାମରେ। ଆଜି ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ଯୁବକ ମାନେ ଗଣେଶ  ଭସାଣି ଶୋଭାଯାତ୍ରାରେ…

ପିହୁ ଖୋଜି ଦେଲେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା, ପୋଲିସ ମାରିଲା ପୋଷ୍ଟର

ଯାଜପୁର(କେନ୍ୟୁଜ୍): ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ପକ୍ଷରୁ ଲାଗିଲା ପୋଷ୍ଟର। ପିହୁକୁ ଖୋଜି ଆଣିଦେବା ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଯାଜପୁର ବିଞ୍ଝାରପୁର ଥାନା ପୋଲିସ। ମଧୁସୂଦନପୁର ଗାଁର ପିହୁ ୨ବର୍ଷ ଧରି ନିଖୋଜ ରହିଛି। ପିହୁ ସମ୍ପର୍କରେ…

ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ କର୍ମମାଟି ବ୍ରହ୍ମବରଦାରେ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ): କର୍ମମାଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଉଛ୍ୱର୍ସିତ ସମ୍ବର୍ଦ୍ଧନା। ଯାଜପୁର ଜିଲ୍ଲା ବ୍ରହ୍ମବରଦାଠାରେ ସାଂସଦ ସୁଲତା ଦେଓଙ୍କ ଉଦ୍ଦେଶ୍ୟରେ ଅବିଭକ୍ତ ବ୍ରହ୍ମବରଦା ନାଗରିକ ମଂଚ ପକ୍ଷରୁ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ…

ଓଳାଶୁଣୀ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର(କେନ୍ୟୁଜ): ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌.ୟୁ.ଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ‘ସ୍ୱାଧିନତାର ୭୫ ବର୍ଷରେ ଆମେ’ ଶୀର୍ଷକ ଆଲୋଚନା ଚକ୍ର ଏବଂ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଉତ୍ସବ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ପୀଠ ପରିସରରେ ଅନୁଷ୍ଠିତ…

ଚଳିତ ଶିକ୍ଷା ବର୍ଷ ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ ହେବ: ଗଣଶିକ୍ଷା ମନ୍ତ୍ରୀ

ଯାଜପୁର(କେନ୍ୟୁଜ୍): ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ମସିହା ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ କରାଯାଇଥିଲା। ତେବେ କୋଭିଡ କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଚଳିତ…

ଯାଜପୁର: ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ୧୬ନଂ ଜାତୀୟ ରାଜପଥର ଛତିଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରୁ ଜବତ ହୋଇଛି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ। ଜବତ ଗଞ୍ଜେଇର ପରିମାଣ ୧କୁଇଣ୍ଟାଲ ୨୫କେଜି ହେବ ବୋଲି ଆକଳନ…

ଯାଜପୁର: POS ମେସିନ ଲଗାଇବା ଆଳରେ ଦୋକାନୀମାନଙ୍କୁ ଚୂନ ଲଗାଉଥିବା ଠକ ଦମ୍ପତି ଗିରଫ

ଯାଜପୁର ରୋଡ(କେନ୍ୟୁଜ୍): ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତିଙ୍କ ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକଙ୍କ ଠାରୁ ନଗଦ  ଲକ୍ଷ ଟଙ୍କା,୬୩ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,୭ଟି…

ଯାଜପୁର : ଉନ୍ମୋଚିତ ହେଲା ପୁସ୍ତକ ‘ଶକ୍ତି ପରମ୍ପରାରେ ବିରଜା’

ଯାଜପୁର ଟାଉନ (କେନ୍ୟୁଜ୍‌) : ‘ଶକ୍ତି ପରମ୍ପରାରେ ବିରଜା’ । ଏଇ ପୁସ୍ତକ ଆଜି ଉନ୍ମୋଚିତ ହୋଇଯାଇଛି । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଉପରେ ଆଧାରିତ ଏହି ପୁସ୍ତକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି। ବିରଜା ଜ୍ୟୋତି ପରିବାରବର୍ଗ ପକ୍ଷରୁ ଆୟୋଜିତ ଏକ…

ବୈରୀ ପୋଲିସ ଦ୍ୱାରା ଚୋରା ବୋଲେରୋ ଜବତ, ୫ ଗିରଫ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ବୈରୀ ପୋଲିସ ଦ୍ୱାରା ଚୋରା ବୋଲେରୋ ଜବତ ସହ ୫ଜଣ ଅଭିଯୁକ୍ତ ଗିରଫ। ସୂଚନା ମୁତାବକ ଗତ ୧୫ ତାରିଖ ରାତିରେ ଛତିଆ ବଜାରରୁ ଚୋରି ହୋଇଥିବା ଧଳା ରଙ୍ଗର ବୋଲେରୋକୁ ଗତକାଲି ବୈରୀ ପୁଲିସର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ ଜବତ କରିଛି।…