Browsing Tag

karanjia

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା କର୍ମଚାରୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ହାତାହାତି

କରଞ୍ଜିଆ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ମେଡ଼ିକାଲରେ ଉତ୍ତେଜନା। କିଛି ସମୟ ପାଇଁ ହସ୍ପିଟାଲର ରାଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଖାନା କତ୍ତୃପକ୍ଷଙ୍କ ମଧ୍ୟରେ ଦେଖାଦେଇଥିଲା ଚାପା ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟେକ୍ତ ରୋଗୀ ସମ୍ପକୟୀଙ୍କୁ ବୁଝା ସୁଝା…

ମୟୁରଭଞ୍ଜ: ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ

କରଞ୍ଜିଆ(କେନ୍ୟୁଜ୍): କଅଁଳ ଶିଶୁଟିର ସେହି ନିରୀହ ମୁହଁକୁ ଦେଖିଲେ ଆଉ ତାର ଭବିଷ୍ୟତ କଥା ଭାବିଲେ ଆପଣଙ୍କ ଆଖି ଛଳ ଛଳ ହୋଇଉଠିବ । କିନ୍ତୁ ଆପଣ ଭାବୁଥିବେ ଏ ଛୁଆଟି ଜେଲକୁ କେମିତି ଯାଇପାରିବ । ହଁ ଆଜ୍ଞା ଇଏ ସିନା ବାଳୁତ ଶିଶୁ ହେଲେ ଦଣ୍ଡର ହକଦାର ଏବେ ତାର ବାପା ମାଆ । ଯାହାଙ୍କ ସହ…

ମୟୂରଭଞ୍ଜ: ଭଣ୍ଡନ ନଦୀରେ ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ-ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଭଣ୍ଡନ ନଦୀ। ନଦୀର ପ୍ରଖର ସୁଅରେ ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ। ମୃତକ ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼। ସେ ଗତକାଲି ଛେଳି ଚରାଇ…

ମୟୁରଭଞ୍ଜ: ଦୁଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକା, ଧାନ ରୋଇବାକୁ ଯାଉଥିବା ୩୫ ଶ୍ରମିକ ଗୁରୁତର  

କରଞ୍ଜିଆ(କେନ୍ୟୁଜ୍):  ଦୁଇ  ପିକଅପ୍ ମୁହାଁମୁହିଁ ଧକ୍କା। ପିକଅପରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଚିଆଁବେଡା ଛକରେ । ସାତକୋଶିଆ ପଞ୍ଚାୟତ ବାଗଦଫା ଗ୍ରାମର ୩୫ ରୁ…

ଅଫିସ୍‌ରେ ବସି ମଦ ପିଉଥିଲେ ବନ ଅଧିକାରୀ, ଭାଇରାଲ ହୋଇଗଲା ଭିଡିଓ

କରଞ୍ଜିଆ : ଅଫିସ ଚାମ୍ବରରେ ବସି ମଦ ପିଉଛନ୍ତି ସରକାରୀ ବାବୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି। ସେ ତାଙ୍କ ରେଞ୍ଜ ଅଫିସ ଚାମ୍ବର ଭିତରେ ବସି…

ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା: ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ(କେନ୍ୟୁଜ୍):ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୨ ଗିରଫ। ଯଶୀପୁର ପୋଲିସ ୧୨ଜଣଙ୍କୁ ଗିରଫ କରିବା ସହ ୫ଟି ଗାଡ଼ି ସହ ବନ୍ଧୁକ ଓ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV ଫୁଟେଜ ଆଧାରରେ ତଦନ୍ତ କରି ସମସ୍ତଙ୍କୁ ଗିରଫ…

ମୟୁରଭଞ୍ଜ ଜଶୀପୁର ବଜାରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ

କରଞ୍ଜିଆ(କେନ୍ୟୁଜ୍): ଯଶୀପୁର ମୁଖ୍ଯ ବଜାର ଛକ ନିକଟର ସିରିଜ ଦୁର୍ଘଟଣା। ଏକ ୧୨  ଚକିଆ ଟ୍ରକ ସହିତ ଟ୍ରଲର ଧକ୍କା ଦେବାପରେ ଅନ୍ଯ ୪ଟି ଯାତ୍ରାବାହି ଅଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ  ଅଳ୍ପକେ ବର୍ତ୍ତିଛନ୍ତି ଅନେକ ଲୋକ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଯଶୀପୁର…

ମୟୁରଭଞ୍ଜ: ଗଣତନ୍ତ୍ର ଦିବସରେ କରୋନା ଯୋଦ୍ଧା ସମ୍ମାନ ଆଣିବାକୁ ଯାଇ ହଟହଟା ହେଲେ କରଞ୍ଜିଆ ମେଡିକାଲ ଅଧିକ୍ଷକ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ କଲେଜ ପଡିଆଠାରେ ଉପଖଣ୍ଡ ସ୍ତରୀୟ ୭୩ତମ ଗଣତନ୍ତ୍ର ଦିବସ ପାଳନ ହେବା ପରେ କିଛି କରୋନା ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ସଫେଇ କର୍ମଚାରୀ, ମେଡିକାଲ ଷ୍ଟାଫନର୍ସ ଏବଂ ଡାକ୍ତର ମଧ୍ୟ ସାମିଲ ଥିଲେ । ସମସ୍ତଙ୍କୁ ସମ୍ମାନିତ…

ପରିବାରରେ ପଞ୍ଚାୟତ ରାଜନୀତି: ନିର୍ବାଚନ ରଣାଙ୍ଗନରେ ଗୋଟିଏ ଘରୁ ଲଢେଇ କରିବେ ସ୍ବାମୀ ସ୍ତ୍ରୀ ଓ ନଣନ୍ଦ

କରଞ୍ଜିଆ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ  ପ୍ରାଥି ମାନେ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ପାନ ଦୋକାନରୁ ଚା ଦୋକାନ ପର୍ଯ୍ୟନ୍ତ ସବୁଠି ନିର୍ବାଚନ ଚର୍ଚ୍ଚା । ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଚିତ୍ର ସାମ୍ନାକୁ ଆସୁଛି।…

କରଞ୍ଜିଆ: ପଙ୍କ କାଢିବା ପାଇଁ ପୋଖରୀ ଉଝାଳିଲେ, କିନ୍ତୁ ଘରେ ଘରେ ପାଣି ପଶି ବନ୍ୟା ପରିସ୍ଥିତି

କରଞ୍ଜିଆ(କେନ୍ୟୁଜ୍):ପୋଖରୀ ପଙ୍କ ଉଧାର କରିବା ପାଇଁ ପୋଖରୀରୁ ପାଣି ଛାଡିବାରୁ କରଞ୍ଜିଆ ସହରରେ ପଶିଲା ପାଣି।କରଞ୍ଜିଆ NAC ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ବିଜୟ ଦେହୁରିଙ୍କ ଘରେ ପଶିଛି ପୋଖରୀ ପାଣି। ସୂଚନା ମୁତାବକ ମୋଡାଗାଡ଼ିଆ ପୋଖରୀର ଉନ୍ନତି କରଣ ନିମନ୍ତେ ଗତ ତିନି ମାସ…

ବାରମ୍ବାର ଫସଲ ନଷ୍ଟ କଲା ହାତୀ, କେହି ଶୁଣିଲେନି, ଶେଷରେ ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (କେନ୍ଯୁଜ୍): ବାରମ୍ବାର ଫସଲ ନଷ୍ଟ କଲା ହାତୀ। ଘଉଡ଼ାଇବାକୁ ବନବିଭାଗକୁ କଲେ ନିବେଦନ। ହେଲେ କେହି ଶୁଣିଲେଣି। ଶେଷରେ ଅଭିନବ ପନ୍ଥା ଆପଣାଇଲେ ଗ୍ରାମବାସୀ। ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ଏଭଳି ଦୃଶ୍ୟ ଦେଖିବାକୁ…

କରଞ୍ଜିଆରେ ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭରର ମୁଣ୍ଡ କଟି ଅଲଗା ହୋଇଗଲା

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଘଟିଛି ଏହି  ଦୁର୍ଘଟଣା।  ଟ୍ରକ ଏବଂ ଟ୍ରଲର ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହଇଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା…