Browsing Tag

kerala

ଭାରତରେ ତୃତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ୩ ଜଣ ଯାକ ଗୋଟିଏ ଦେଶରୁ ଫେରିଥିବା ସୂଚନା

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ଶୁକ୍ରବାର ଦିନ କେରଳରେ ମଙ୍କିପକ୍ସର ତୃତୀୟ ମାମଲା ଚିହ୍ନଟ ହୋଇଛି। ତେବେ ଏହି ସବୁ ମାମଲାରେ ଗୋଟିଏ କଥା ସମାନ। ତିନିଟି ଯାକ ମାମଲା କେରଳରେ ହିଁ ମିଳିଛି ଓ ସଂକ୍ରମିତ ତିନି ଜଣ ଯାକ ରୋଗୀ ଗଲ୍ଫ ଦେଶରୁ ହିଁ ଫେରିଛନ୍ତି। ୯…

କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ, ସତର୍କ କରାଇଲେ ସରକାର

କେନ୍ୟୁଜ୍(ବ୍ୟୁରୋ): ଡରାଇଲାଣି ମଙ୍କିପକ୍ସ ସଂକ୍ରମଣ । କେରଳରୁ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କନ୍ନୁର ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ୩୧ବର୍ଷିୟ ଆକ୍ରାନ୍ତ ପାରିୟାରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କହିଛନ୍ତି…

କେରଳରେ ନୋରୋ ଭାଇରସ ଆତଙ୍କ, ୨ ଶିଶୁ ସଂକ୍ରମିତ

ନୂଆଦିଲ୍ଲୀ : କେରଳରେ ୨ ନୋରୋ ଭାଇରସ ଆକ୍ରାନ୍ତ ଚିହ୍ନଟ । କେରଳରେ ୨ଜଣ ଶିଶୁ ନୋରୋ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ୨ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।…

ସମୟ ପୂର୍ବରୁ କେରଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ହେଲେ ଏବେ ମନ୍ଥର ଗତିରେ କରୁଛି ଅତିକ୍ରମ

ଭୁବନେଶ୍ୱର (କେନ୍ୟୁଜ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମନ୍ଥର ଗତିରେ ଅତିକ୍ରମ କରୁଛି । ମୌସୁମୀ ନିର୍ଦ୍ଧାରିତ ତାରିଖର ତିନିଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା । ହେଲେ ଏବେ କେରଳରେ ମନ୍ଥର ଅଗ୍ରଗତି କରୁଛି । ଦକ୍ଷିଣ ରାଜ୍ୟରେ ହାରାହାରି ତୁଳନାରେ ୫୦ପ୍ରତିଶତରୁ ଅଧିକ ଅଭାବ ରହିଛି ବୋଲି…

କେରଳରେ ନୂଆ ବିପଦ: ୮୦ ରୁ ଉର୍ଦ୍ଧ୍ୱ ଶିଶୁ ‘ଟାମଟର ଫ୍ଲୁ’ରେ ଆକ୍ରାନ୍ତ, ଜାଣନ୍ତୁ କଣ ଏହି ରୋଗ

ନୂଆଦିଲ୍ଲୀ : କେରଳରେ କରୋନା ମହାମାରୀ ଟଳି ନଥିବା ବେଳେ ଆଉ ଏକ ବିପଦ ଦେଖାଦେଲାଣି । ‘ଟାମଟର ଫ୍ଲୁ’ ନାମକ ଏକ ରୋଗ ପୁଣି ଥରେ ଚିନ୍ତା ବଢ଼ାଇଛି। ଏପର୍ଯ୍ୟନ୍ତ ୮୦ରୁ ଅଧିକ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଛୋଟ ପିଲାମାନେ ଏହାର ଅଧିକ ଶିକାର ହେଉଛନ୍ତି। ‘ଟାମଟର…

ବିବାହ ପ୍ରତିଶ୍ରୁତିରେ କରାଯାଇଥିବା ସେକ୍ସକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ ତାହା ପୀଡ଼ିତାଙ୍କ ସହମତିରେ…

ପ୍ରେମିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କେରଳ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ବିବାହ ପରେ ସେକ୍ସକୁ ସେତେବେଳେ ଦୁଷ୍କର୍ମ ବୋଲି ଧରାଯିବ ଯେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ନିର୍ଣ୍ଣୟାତ୍ମକ ସ୍ୱାଧୀନତାକୁ ଉଲ୍ଲଂଘନ…

ଦେଶର ସର୍ବ କନିଷ୍ଠ ମେୟରଙ୍କ ସହ କେରଳର କନିଷ୍ଠ ବିଧାୟକ କରିବେ ବିବାହ, ଜାଣନ୍ତୁ ଏମିତି ଏକ ପ୍ରେମ କାହାଣୀ

ତିରୁବନନ୍ତପୁରମ : କେରଳ ତିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ବାଲୁଁସେର ବିଧାୟକ ସଚିନ ଦେବଙ୍କୁ ବିବାହ କରିବାକୁ ଯାଉଛନ୍ତି| ଉଭୟ ଆଜି (ରବିବାର) ତିରୁବନନ୍ତପୁରମର ଏକେଜି ସେଣ୍ଟର ରେ ଉଭୟଙ୍କର ନିର୍ବନ୍ଧ ହୋଇଛି | ଏଥିରେ ଦୁଇ ପାରିବ ସହ ବହୁ ନେତା ମଧ୍ୟ ସାମିଲ ହୋଇଥିଲେ |…

୬୦ ବର୍ଷ ବୟସରେ ଦିନ ମଜୁରିଆ ସାଜିଲେ ମଡେଲ ; ବଦଳିଗଲା ଭାଗ୍ୟ

ମଣିଷର ଭାଗ୍ୟ କେତେବେଳେ ନିଜର ସାଥ୍‌ ଦେବ ଏହା କାହାକୁ ଜଣାନଥାଏ। ଏହିଭଳି ଏକ ୬୦ ବର୍ଷୀୟ ଦିନ ମଜୁରିଆ ରାତାରାତି ଏକ ମଡେଲ ହୋଇ ଇଣ୍ଟରନେଟରେ ଫେମସ୍‌ ହୋଇଛନ୍ତିିି। ଭାଗ୍ୟ ସାଧାରଣ ଲୋକକୁ ଏକ ଷ୍ଟାର ବନେଇ ପାରିବ ଏଥିରେ କୌଣସି ତ୍ରୁଟି ନାହିଁ। ମଣିଷର ଭାଗ୍ୟ ତା’ନିଜର ପରିଚୟକୁ…

କେରଳ ସରକାରଙ୍କ ଐତିହାସିକ ନିଷ୍ପତ୍ତି ; ଦେଶରେ ପ୍ରଥମଥର ଫେବୃଆରୀ ୧୪ରେ କିନ୍ନରଙ୍କ ହାତ ଧରିବେ ଆଉ ଜଣେ କିନ୍ନର

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତି ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି। LGBT ସମ୍ପ୍ରଦାୟ ପାଇଁ ଏହି ଆଇନ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଦେଶରେ କୌଣସି…

ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀର ସାଂଘାତିକ ଷଡ଼ଯନ୍ତ୍ର, ୬ ବର୍ଷ ହେଲା ଖାଦ୍ୟରେ ଦେଉଥିଲା ଡ୍ରଗ୍ସ

ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀର ସାଂଘାତିକ ଷଡ଼ଯନ୍ତ୍ର। ଗତ ୬ ବର୍ଷ ହେଲାଣି ଖାଦ୍ୟରେ ଦେଉଥିଲା ଡ୍ରଗ୍ସ। ସ୍ୱାମୀକୁ ମାରିବାକୁ ପ୍ଲାନ୍‌ କରୁଥିବା ଜଣେ ସ୍ତ୍ରୀର ଷଡ଼ଯନ୍ତ୍ର ଧରାପଡ଼ିବା ପରେ ପୋଲିସରେ ଅଭିଯୋଗ ହୋଇଥିଲା। ସ୍ୱାମୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସ୍ତ୍ରୀକୁ ଗିରଫ…

କ୍ରିସ୍‌ମାସ୍‌ ସେଲିବ୍ରେସନ୍‌ ନିଶା, ୧୫୦ କୋଟି ଟଙ୍କାର ମଦ ପିଇଗଲେ ଏହି ରାଜ୍ୟର ଲୋକ

ବର୍ଷ ସରିବାକୁ ବାକି ଅଛି ଆଉ ମାତ୍ର ଦିନ କେଇଟା। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଣୁ ଡିସେମ୍ବର ୨୪ ଠାରୁ ଆରମ୍ଭ ହୋଇଗଲାଣି ଉତ୍ସବ। କିଏ ବର୍ଷ ଶେଷରେ ବାହାରକୁ ବୁଲିବାକୁ ଯାଉଛି ତ ଆଉ କିଏ ଘରେ ବନ୍ଧୁ ବାନ୍ଧବ, ପରିବାର…

ଏଣିକି ମହିଳାଙ୍କୁ ଆରାମ ଦେଇ ଘରର ସବୁ କାମ କରିବେ ପୁରୁଷ, ଖୁବ୍‌ଶୀଘ୍ର ଦିଆଯିବ ତାଲିମ; ଦେଶର ଏହି ରାଜ୍ୟରେ ଆରମ୍ଭ…

ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ଏଣିକି ଘରର ସବୁ ଦାୟିତ୍ୱ ନେବେ। ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ଠୁ ଆରମ୍ଭ କରି ବାସନ ମାଜିବା, ଘର ସଫା କରିବା ପର୍ଯ୍ୟନ୍ତ, ସବୁକିଛି ସମ୍ଭାଳିବେ। ଦେଶରେ ଏମିତି ପ୍ରଥମ ଥର ଏବେ କେରଳ ରାଜ୍ୟରେ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଘରର କିଚେନରେ ପୁରୁଷମାନେ…