Browsing Tag

kitchen tips

ନନ୍‌ଷ୍ଟିକ ବାସନ କରିବ ଚକଚକ୍‌, ଆପଣାନ୍ତୁ ଏହି ଉପାୟ

ଭାରତରେ ଅଧିକାଂଶ ରୋଗ ତେଲିଆ ଖାଦ୍ୟ ଯୋଗୁଁ ହେଉଛି। ମୋଟାପଣ, ଉଚ୍ଚ କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିଜ ଏବଂ ହାର୍ଟଆଟାକ ଭଳି ରୋଗ ସାମିଲ ରହିଛି। ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଆଜିକାଲି ନନ୍‌ ଷ୍ଟିକ ବାସନର ବ୍ୟବହାର କରୁଛନ୍ତି। ଏହି ବାସନରେ ଭୋଜନ ପ୍ରସ୍ତୁତ…

କୁକର ସିଟି ମାରିବା ବେଳେ ବାହାରି ଆସୁଛି କି ଖାଦ୍ୟ, ତେବେ ଆପଣଙ୍କ ସମସ୍ୟା ଦୂର କରିବ ଏହି ଟିପ୍ସ

ଡାଲି ହେଉ କିମ୍ବା ଭାତ, ସମୟ ବଞ୍ଚାଇବା ପାଇଁ ଅଧିକାଂଶ ମହିଳା ଖାଦ୍ୟକୁ କୁକରରେ ବନାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଥର ମହିଳାଙ୍କ ପାଟିରୁ ଏହା ଶୁଣିବାକୁ ମିଳିଥାଏ ଯେ ଡାଲି କିମ୍ବା ଭାତ ବନାଇବା ସମୟରେ ସିଟି ମାରିବା ସହିତ ଖାଦ୍ୟ ବି ବାହାରକୁ ବାହାରି ଆସି ତଳେ ପଡିଯାଏ। ଯେଉଁ…

ବର୍ଷାଦିନରେ ସଢିବନି କି ନଷ୍ଟ ହେବନି ଧନିଆପତ୍ର, ଜାଣନ୍ତୁ କେମିତି କରିବେ ଷ୍ଟୋର

ବର୍ଷାଦିନ ଆସିବା ମାତ୍ରେ ଶାଗ, ଧନିଆପତ୍ର ଭଳି ଜିନିଷ ବହୁତ ଜଲଦି ଖରାପ ହୋଇଯାଏ। ବର୍ଷାଦିନରେ ଏହିସବୁ ଜିନିଷ ୧-୨ ଦିନରୁ ଅଧିକ ସମୟ ରହିପାରେ ନାହିଁ। ସେହିପରି ମାର୍କେଟରେ ଧନିଆପତ୍ର ବର୍ଷାଦିନରେ ମହଙ୍ଗା ହୋଇଯାଏ। ପାଣିପାଗରେ ପରିବର୍ତ୍ତନ ଓ ବର୍ଷା ଯୋଗୁଁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ…

ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଯମା ବି ହେବନି ଖରାପ

ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି…

ବଜାରରୁ କିଣୁଥିବା ସେଓ ମିଠା ଓ ରସୁଆଳ କେମିତି ଜାଣିବେ ? ଆପଣାନ୍ତୁ ଏହି ଟିପ୍ସ

ବଜାରରୁ ଆପଣ ସେଓ ନିଶ୍ଚିତ କିଣିଥିବେ। ଆଉ ବେଳେ ବେଳେ ସେଓ ଭଲଦେଖି କିଣିଥିବା ସତ୍ତ୍ୱେମଧ୍ୟ ଖରାପ ପଡିଥାଏ। ଦୋକାନୀ ମଧ୍ୟ ଗ୍ରାହକଙ୍କୁ ମିଛ କହି ସେଓ ବିକ୍ରି କରିଦିଏ। ଆଉ ଆପଣ କିଣି ପରେ ଘରକୁ ଫେରିବା ପରେ ପଇସା ମଧ୍ୟ ବରବାଦ ହୁଏ ବୋଲି ଭାବନ୍ତି। କିନ୍ତୁ ଆପଣ ବଜାରରେ ମିଳୁଥିବା ସେଓ…

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏହି ସହଜ ଟ୍ରିକ୍‌କୁ କରନ୍ତୁ ଫଲୋ; ହାତ ଚାଟି ଖାଇବେ ଘର ଲୋକ

ସବୁ ଗୃହିଣୀ ଚାହାଁନ୍ତି, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ସମସ୍ତେ ପ୍ରଶଂସା କରନ୍ତୁ। ଏଥିପାଇଁ ଅନେକ ବାର ସେମାନଙ୍କୁ ରୋଷେଇ ଘରେ ଘଣ୍ଟା ଘଣ୍ଟା ଧରି ବିତାଇବାକୁ ପଡ଼ିଥାଏ। ବେଳେବେଳେ ଏମିତି ବି ହୁଏ, ଅଧିକ ପରିଶ୍ରମ ପରେ ମଧ୍ୟ ଖାଦ୍ୟରେ ସ୍ୱାଦ ଆସିପାରି ନ ଥାଏ। ଆପଣଙ୍କ ସହିତ ବି…

ରୋଷେଇ ଘରେ ଲୁଚି ରହିଥିବା ଅସରପା ଓ ପୋକକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏମାନଙ୍କୁ ତଡିବାର ଘରୋଇ ଉପଚାର

ପ୍ରତ୍ୟେକ ଘରର ମହିଳା ମାନଙ୍କର ଗୋଟିଏ ମୁଖ୍ୟ ସମସ୍ୟା ରହିଥାଏ । ତା’ ହେଉଛି ରୋଷେଇ ଘର ଓ ରୋଷେଇ ଘରେ ଥିବା ଆଲମାରୀ । ଏହାକୁ ଯେତେ ସଫା କରିଲେ ମଧ୍ୟ ଅସରପା ଓ ଅନ୍ୟ ପୋକ ଲୁଚି ରହିଯାଆନ୍ତି । ଆପଣ ଯଦି ଏମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରି…

ମଇଳା ଏବଂ କଳା ପଡିଯାଇଥିବା ଚା ଛଣାକୁ ଏପରି କରନ୍ତୁ ସଫା, ନୂଆ ଭଳି ମାରିବ ଚକଚକ୍‌

ସମସ୍ତଙ୍କ ଘରେ ପ୍ରାୟ ସବୁଦିନ ଚା ହୋଇଥାଏ। ଆଉ ଚା ଛଣା ସମସ୍ତଙ୍କ ଘରେ ବ୍ୟବହାର କରାଯାଏ। ପ୍ରତିଦିନ ସକାଳୁ ଉଠିଲେ ଲୋକେ ଚା ପିଇଥାନ୍ତି। ଅଧିକାଂଶ ଲୋକଙ୍କ ଘରେ ଚା ବିନା ଲୋକଙ୍କର ସକାଳ ଆରମ୍ଭ ହୋଇନଥାଏ। ଚା ବନାଇବା ପରେ ଚା ଛଣାରେ ଚାକୁ ଛଙ୍କାଯାଇଥାଏ। ପ୍ରତ୍ୟେକ ଦିନ ଚା ଛଣାକୁ…

ଖଜୁରୀ ଜଲଦି ଖରାପ ହୋଇଯାଉଛି କି ? ଅଧିକ ଦିନ ଫ୍ରେସ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ଖଜୁରୀ ଖାଇବା ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଏହି କାରଣରୁ ଅଧିକାଂଶ ଲୋକେ ଶୀତଦିନେ ଖଜୁରୀ ଖାଇଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ। ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭…

କଞ୍ଚାଲଙ୍କା କାଟିବା ପରେ ହାତ ଜଳାପୋଡା ହେଉଛି କି ? ଆପଣାନ୍ତୁ ୫ଟି ଘରୋଇ ଟିପ୍ସ

ଖାଇବାର ସ୍ୱାଦ ବଢାଏ କଞ୍ଚାଲଙ୍କା। ତେଣୁ ଖାଇବା ବେଳେ ପ୍ରାୟତଃ ଅଧିକାଂଶ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି। ଖାଇବାର ସ୍ୱାଦ ବଢାଉଥିବା କଞ୍ଚାଲଙ୍କାକୁ କାଟିବା ବେଳେ ସବୁବେଳେ ହାତ ପୋଡିଥାଏ। ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୋଇଯାଏ, ଆଉ ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୁଏ…

ଏଭଳି ଭାବେ ଅଧିକ ଦିନ ପର୍ଯ୍ୟନ୍ତ ପିଆଜକୁ ରଖିନ୍ତୁ, ବିଲକୁଲ୍‌ ଖରାପ ହେବନି

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ପରିବା ଭଲ ଲାଗିନଥାଏ। ଯଦି ବି ସେମାନେ ପରିବା ଖାଆନ୍ତି ତେବେ କିଛି ବଛା ବଛା ପରିବା । ଯେମିତିକି ଆଳୁ, ପିଆଜ ଆଦି। ତେବେ ଆଳୁ ଓ ପିଆଜ ଏମିତି ଏକ ପରିବା ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ପ୍ରମୁଖ ପରିବା ମଧ୍ୟ କହିଲେ ଚଳେ।…

ମାସ ମାସ ପର୍ଯ୍ୟନ୍ତ ପନୀରକୁ ଫ୍ରିଜରେ କରିପାରିବେ ଷ୍ଟୋର, ବଦଳିବନି ସ୍ୱାଦ କି ରଙ୍ଗ

ଦୀପାବଳିରେ ଅଧିକାଂଶ ଲୋକ ପନୀରରେ ବ୍ୟଞ୍ଜନ କରିବାକ ପସନ୍ଦ କରନ୍ତି। ଆଉ ବେଳେ ବେଳେ ପନୀରକୁ ରୋଷେଇରେ ବ୍ୟବହାର କରିବା ପରେ ମଧ୍ୟ କିଛି ବଳକା ରହିଯାଏ। ଏହାକୁ ଆମେ ଫ୍ରିଜରେ ରଖିବା ସତ୍ତ୍ୱେ ମଧ୍ୟ ଏହୋର ରଙ୍ଗ ଏବଂ ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ତେଣୁ ଆଉ ଖାଇବାକୁ ଭଲ ଲାଗେ ନାହିଁ।…