Browsing Tag

kolkata

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

(କେନ୍ୟୁଜ): ସମ୍ବଲପୁରରୁ କୋଲକାତା ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ…

ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ…

ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ପୂଜା ସରକାର; ବୟଫ୍ରେଣ୍ଡଙ୍କ ସହ ଫୋନ୍‌ରେ କଥା ହେବା ପରେ ପଙ୍ଖାରେ ଝୁଲି ପଡ଼ିଲେ

କୋଲକାତାରେ ମଡେଲ ଏବଂ ଅଭିନେତ୍ରୀମାନଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାମ ନେଉ ନାହିଁ। ଗତ କିଛି ମାସ ଭିତରେ ଅନେକ ମଡେଲ ନିଜ ଜୀବନ ହାରି ସାରିଲେଣି। ଆଉ ଏବେ ପୁଣି ଜଣେ ମଡେଲ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଲକାତାର ଜଣାଶୁଣା ମଡେଲ ପୂଜା ସରକାର ଆତ୍ମହତ୍ୟା…

ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫାୟାରିଂ, ମହିଳାଙ୍କୁ ଗୁଳିମାରି ଶେଷରେ ଜୀବନ ହାରିଲେ ପୋଲିସ ବାବୁ

ନୂଆଦିଲ୍ଲୀ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ…

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ…

ନୂଆ ମଡେଲ ଓ ଲାଟେଷ୍ଟ ଫିଚରରେ ବଜାରକୁ ଏଣ୍ଟ୍ରି କରିବ Ambassador ‘Amby’, ଏହିଦିନ ହେବ ଲଞ୍ଚ

ହିନ୍ଦୁସ୍ତାନ ମୋଟର୍ସ Ambassador ୧୯୭୦ ଦଶକରେ ଭାରତୀୟ ସଡ଼କରେ ରାଜ୍‌ କରୁଥିବା କାର। ଯାହାର ଲୁକ୍‌ ସମସ୍ତଙ୍କ ମନରେ ଏବେ ପର୍ଯ୍ୟନ୍ତ ନିଜର ଛାପ ରଖିଛି। ଏବେ ତା'ର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । ପୂର୍ବରୁ ଏହି କାରର କ୍ରେଜ ଅଧିକ ଥିଲା। ପରେ ମାରୁତି ସୁଜୁକି ଭଳି କମ୍ପାନୀର ଶସ୍ତା…

ଏସିଆର ପ୍ରଥମ ଏମିତି କାଫେ ଯାହାକୁ ଚଳାଉଛନ୍ତି ଏଚଆଇଭି ପଜିଟିଭ

ନୂଆଦିଲ୍ଲୀ : ବଙ୍ଗଳାର ରାଜଧାନୀ କୋଲକାତାରେ ଏକ କାଫେ ଖୋଲିଛି ଯେଉଁଠାରେ ସମସ୍ତ କର୍ମଚାରୀ ଏଚ୍.ଆଇ.ଭି ପଜିଟିଭ୍ ଅଛନ୍ତି। ଏସିଆର ଏହା ହେଉଛି ପ୍ରଥମ କ୍ୟାଫେ। ଯୋଧପୁର ପାର୍କ ଅଞ୍ଚଳରେ ଖୋଲାଯାଇଥିବା ଏହି କାଫେର ନାମ 'କାଫେ ପଜିଟିଭ୍' ରଖାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଏଚ୍.ଆଇ.ଭି…

ଚୈତନ୍ୟ ମହାପ୍ରଭୁଙ୍କ ଏହି ମିଉଜିୟମରେ ରହିଛି ଗୌଡିୟ ବୈଷ୍ଣବ ପାଣ୍ଡୁଲିପି ସହ ବହୁମୂଲ୍ୟବାନ ଜିନିଷ

କଲିକତାର ପୁଣ୍ୟତୟା ଗଙ୍ଗା ତଟରେ ଅବସ୍ଥିତ ମହାପ୍ରଭୁ ଚୈତନ୍ୟ ଦେବଙ୍କ ବାଗବଜାର ଗୌଡିୟ ମଠ। ଏହି ମଠ ଯୁଗ ଯୁଗ ଧରି ସମ୍ପ୍ରତ୍ତିର ବାର୍ତ୍ତା ଦେଇ ଆସୁଛି। ତେବେ ଗୌଡିଆ ମଠର ଇତିହାସକୁ ଧ୍ୟାନ ଦେଲେ ଅନେକ କଥା ଜଣାପଡେ। ଥରେ ମହାପ୍ରଭୁ ଶ୍ରୀଚୈତ୍ୟନ ଦେବ ମୟାପୁର ରୁ ନୀଳାଚଳ ଯାତ୍ରା କରୁଥିବା…

ଖ୍ରୀଷ୍ଟମାସରେ କୋଭିଡ ନିୟମ ଭାଙ୍ଗିଲେ, ହଜାର ହଜାର ଏକାଠି ହେଲେ

କୋଲକତାରେ ନାହିଁ ଓମିକ୍ରନ ଭୟ । ଗୋଟେ ପଟେ କେନ୍ଦ୍ର ସରକାର ଓମିକ୍ରନ ଉପରେ ତଥ୍ୟ ସଂଗ୍ରହ ପାଇଁ ୧୦ ରାଜ୍ୟରେ ପ୍ରତିନିଧୀ ପଠାଉଛନ୍ତି । ଯାହା ମଧ୍ୟରେ କୋଲକତା ମଧ୍ୟ ରହିଛି । କିନ୍ତୁ ଏଠି ଲୋକେ ଅତି ଆନନ୍ଦ ଉହ୍ଲାସର ସହ ଖ୍ରୀଷ୍ଟମାସ ମନାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର…

ଗାଡ଼ି ଭଡ଼ାରୁ ବର୍ତ୍ତିବା ପାଇଁ ସଠିକ ଉତ୍ତର ଦେଇ କରନ୍ତୁ ଫ୍ରି-ରାଇଡିଂ :ହାଓଡ଼ା

ହାଓଡ଼ା ବଜାରରେ  ଚାଲିଛି ଅଫର। ଜଣେ ଅଟୋ ରିକ୍ସା ଚାଳକ ଏଥିପାଇଁ ଅଫର ନେଇ ଆସିଛନ୍ତି। ଅଫରଟି ହେଉଛି ଏହିଭଳି, ସଠିକ ଉତ୍ତର ଦିଅନ୍ତୁ , ଆଉ ମାଗଣାରେ ଅଟୋରେ ଯାଆନ୍ତୁ। ମାନେ କେବଳ ସଠିକ ଉତ୍ତର ଦେଲେ ହିଁ ଅଟୋ ଡ୍ରାଇଭର ଭାଇ ଜଣଙ୍କ ଆପଣଙ୍କୁ ବିନା ଭଡ଼ାରେ ନିଜ ଲୋକେସନରେ ପହଁଞ୍ଚାଇ ଦେବେ ।…

ଶବଦାହ କରିବାକୁ ଶ୍ମଶାନ ଯିବାବେଳେ ଦୁର୍ଘଟଣା: ଟ୍ରକୁ ପଛରୁ ପିଟିଲା ମିନି ଭ୍ୟାନ୍‌, ୧୮ମୃତ

କୋଲକତା: ଶବଦାହ କରିବାକୁ ଯାଇ ନିଜେ ପାଲଟିଗଲେ ଶବ । ମୃତଦେହ ଧରି ଶ୍ମଶାନ ଯିବାବେଳେ ଘଟିଲା ଦୁର୍ଘଟଣା । ଟ୍ରକୁ ପଛରୁ ପିଟିଲା ମିନି ଭ୍ୟାନ୍‌ । ଘଟଣାସ୍ଥଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ…

ଏଠାରେ ପୁରୁଷ ମାନେ ଶାଢ଼ି ପିନ୍ଧି କରନ୍ତି ଦେବୀ ମାଆଙ୍କୁ ପୂଜା

ସଂସ୍କୃତି ଓ ପରମ୍ପରାର ଦେଶ ହେଉଛି ଆମ ଦେଶ ଭାରତ। ଏଠାରେ ରହିଛି ୧୨ ମାସକୁ ୧୩ ପର୍ବ। ଆଉ ପ୍ରତିଟି ପର୍ବ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଅଛି। ଏଠାରେ ଭିନ୍ନ ଭିନ୍ନ ସଂସ୍କୃତିର ଲୋକ ବାସ କରନ୍ତି। ପ୍ରତ୍ୟେକ ନିଜ ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଏଠାରେ ପ୍ରତିଟି…