Browsing Tag

Kolkata Amit Shah’s Roadshow

କୋଲକାତାରେ ଅମିତ ଶାହଙ୍କ ରୋଡ୍‌ ସୋ’ରେ ଲଙ୍କାକାଣ୍ଡ, ବିଜେପି ସହ ଟିଏମ୍‌ସି ଓ ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା: ଅମିତ ଶାହାଙ୍କ କୋଲକାତା ରୋଡ୍‌ ଶୋରେ ଲଙ୍କାକାଣ୍ଡ। କୋଲକାତାରେ ବିଜେପି, ବାମଦଳ ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଗତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟଙ୍କ ୮ କିଲୋମିଟର ରୋଡ୍‌ ସୋ ଥିଲା । ରୋଡ୍‌ ସୋ ବିଦ୍ୟାସାଗର କଲେଜ ନିକଟ ଦେଇ ଯିବା ସମୟରେ ଆରମ୍ଭ ହୋଇଥିଲା…