Browsing Tag

Kolkata’s New Alipore

ଚୋରି କରି ଫେରାର୍ ହୋଇଗଲେ ଯୁବକ, ୪୦ ମିନିଟ୍ ଭିତରେ ପୋଲିସ ହାତରେ ଧରାପଡ଼ିଲେ

କୋଲକାତାର ନ୍ୟୁ ଅଲ୍ଲିପୁରରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭଙ୍କ ଘରୁ ଦୁଇଟି ଦାମୀ ମୋବାଇଲ୍ ଫୋନ୍ ଏବଂ ନଗଦ ଅର୍ଥ ଚୋରି କରିବା ପରେ ଚୋର କେବଳ ଏକ ଚପଲ ଛାଡ଼ି ପଳାଇଥିଲା। ଆଉ ଯଦ୍ଦ୍ବାରା ସେ ଘଟଣାର ମାତ୍ର ୪୦ ମିନିଟ୍ ପରେ ପୋଲିସ ହାତରେ ଧରାପଡ଼ିଥିଲା। ଘଟଣାଟି ଘଟିଥିଲା ଅଲ୍ଲିପୁରର ଅରିନ୍ଦମ…