Browsing Tag

komaram bheem

ବିବାଦରେ ରାଜାମୌଲିଙ୍କ RRR, ଆଦିବାସୀ ନେତାଙ୍କୁ ମୁସଲିମ୍‌ ଟୋପିରେ ଦେଖାଇଥିବାରୁ ଥିଏଟର ଜାଳିଦେବାକୁ ବିଜେପିର ଧମକ

ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲୀ ନିଜ ନୂଆ ଫିଲ୍ମ RRR କୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବିଜେପି କଡ଼ା ଭାଷାରେ ଫିଲ୍ମର ଫାଷ୍ଟଲୁକ୍‌ ବଦଳାଇବାକୁ ଦାବି କରିଛି। ଯଦି ଏଭଳି ନ ହୁଏ ତେବେ ଥିଏଟର ଜଳାଇବାକୁ ଧମକ ଦିଆଯାଇଛି। ରିପୋର୍ଟ ମୁତାବକ ତେଲେଙ୍ଗାନା ବିଜେପିର ନେତା…