Browsing Tag

konark closed

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ମେ ୧୫ ଯାଏଁ ରହିବ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ବନ୍ଦ ରହିବ। ମେ ୧୫ ତାରିଖ ଯାଏ ବନ୍ଦ ରହିବ ସମସ୍ତ କୀର୍ତ୍ତିରାଜି ସ୍ଥଳ। କୋଣାର୍କ, ଖଣ୍ଡଗିରି, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ…

ବଙ୍ଗୀୟ ଯୁବତୀଙ୍କୁ ନ୍ୟାୟ ଦେବା ଦାବିରେ ଆଜି ୧୨ ଘଣ୍ଟିଆ କୋଣାର୍କ ବନ୍ଦ

କୋଣାର୍କ(କେନ୍ଯୁଜ୍) : ଆଜି ୧୨ ଘଣ୍ଟିଆ କୋଣାର୍କ ବନ୍ଦ। ବଙ୍ଗୀୟ ଯୁବତୀଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବେଆଇନ ଲଜ୍‌ ବନ୍ଦ ଦାବି କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ। କର୍ମୀ ମାନେ ଗାଡ଼ି ଚଳାଚଳ ବନ୍ଦ…