Browsing Tag

konark temple

କୋଣାର୍କ ମନ୍ଦିରରେ ପ୍ରବେଶ ଟିକେଟ ନମିଳିବାରୁ ଧସେଇ ପଶିଲେ ପର୍ଯ୍ୟଟକ, ଟିକେଟ କାଉଣ୍ଟର ଘଣ୍ଟାଏ ଅଚଳ

କୋଣାର୍କ(କେନ୍ୟୁଜ) : ଟିକେଟ ନ ମିଳିବାକୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖାଦେଇଛି ଉତ୍ତେଜନା। ଫଳରେ କୋଣାର୍କ ମନ୍ଦିରକୁ ଧସେଇ ପଶିଛନ୍ତି ଶହ ଶହ ପର୍ଯ୍ୟଟକ। ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି। ଆଜି ଦିନ ୧୦ଟାରେ ଅନ୍ଲାଇନ ଟିକେଟ…

ପୁରୀ ଓ ଲିଙ୍ଗରାଜ ଭଳି ଏବେ ବଦଳିବ କୋଣାର୍କ ମନ୍ଦିର ପରିସରର ରୂପ, ସାଢ଼େ ତିନି କିଲୋମିଟର ଯାଏଁ ହେବ ୬ ଥାକିଆ ରୋଡ

କେନ୍ୟୁଜ୍(ବ୍ୟୁରୋ):  ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତି ଦିନ…

ଆଜିଠୁ ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

କୋଣାର୍କ : ଦୀର୍ଘ ୫ମାସ ପରେ ଖୋଲିଲା କୋଣାର୍କ ମନ୍ଦିର। COVID-19 ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ଖୋଲାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି…

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ବିଶେଷଜ୍ଞଙ୍କ ମତ ନିଆଯାଇ କଢାଯିବ ଗର୍ଭ ଗୃହର ବାଲି

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଶେଷଜ୍ଞଙ୍କ ମତ ନିଆଯାଇ ଗର୍ଭ ଗୃହର ବାଲି କଢାଯିବ । କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଗତ ୨ ଦିନ ଧରି ଚାଲିଥିବା କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଜାତୀୟ ସ୍ତରର ଆଲୋଚନା ହୋଇଛି । ପୂର୍ବରୁ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ବହୁବାର ଆଲୋଚନା…

ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌

ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌ । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ବଦଳରେ ସାଧା ପଥର ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସଂସ୍କୃତି ସଚିବ ମନୋରଞ୍ଜନ ମିଶ୍ର କହିଛନ୍ତି, ମନ୍ଦିର ପ୍ରତି କୌଣସି ବିପଦ ନାହିଁ । ବିଭିନ୍ନ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ…

ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଲେ, ଖୁବଶୀଘ୍ର ହେବ ଘୋଷଣା

ପୁରୀ: ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ । କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । ଏହାସହ ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଉଭୟ…

ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା, ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ

ନୂଆଦିଲ୍ଲୀ: ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା। ବ୍ୟକ୍ତିଗତ ହାଜର ହେଲେ ASI ସୁପରିଣ୍ଟେଣ୍ଡେଣ୍ଟ। ଡିଜି ASI ଓ ASI ଜଏଣ୍ଟ ଡିଜି କନଷ୍ଟ୍ରକ୍ସନ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର…

ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ବିବାଦୀୟ ଧର୍ମଗୁରୁ ଓମବାବାଙ୍କ ଘୋଷଣା

ଭୁବନେଶ୍ବର: କୋଣାର୍କରେ ନିର୍ମାଣ ହେବ ଦ୍ୱିତୀୟ କୋଣାର୍କ ମନ୍ଦିର। ନୂଆ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଛନ୍ତି ବିବାଦୀୟ ଧର୍ମଗୁରୁ ଓମବାବା। ଏପରିକି କୋଣାର୍କ ନିକଟରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ରାଜ୍ୟପାଳ ଗଣେଶୀ ଲାଲ ଓ…

ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ, ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ। ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ । ଇଂରାଜୀ, ସ୍ପାନିଶ ଓ ଚାଇନିଜ କବିତାର ସମାନ୍ତରାଳ କବିତା ପାଠୋତ୍ସବ କରାଯାଉଛି। ପୂର୍ବତନ ପର୍ଯ୍ୟଟନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା…

କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କଲେ ଆମିକସ କ୍ୟୁରୀ, ଐତିହ୍ୟର ସୁରକ୍ଷା ପାଇଁ ଖୁବ ଶୀଘ୍ର ହେବ ବୈଠକ

ଗୋପ(କେନ୍ୟୁଜ୍): କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କରିଛନ୍ତି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଏନ.କେ.ମହାନ୍ତି । ବିଶେଷକରି ସୂର୍ଯ୍ୟମନ୍ଦିରରେ ପାଣି ଜମିବା, ମନ୍ଦିର ଗର୍ଭଗୃହରୁ ବାଲି କାଡିବା, ସୂର୍ଯ୍ୟ ମନ୍ଦିରରୁ ଲୁଣି ପବନରୁ ସୁରକ୍ଷା…

୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ:  ଖୋଲିଲା କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ଫନି ଯୋଗୁ ଗତ ୧୧ ଦିନ ହେବ ମନ୍ଦିର ବନ୍ଦ ରହିଥିଲା । ବାତ୍ୟା ପରେ ମନ୍ଦିର ପରିଦର୍ଶନ କରିଥିଲେ ଏଏସ୍‌ଆଇ ଡିଜି । ମନ୍ଦିରରେ କୌଣସି କ୍ଷତି ହୋଇନଥିବା ପରିଦର୍ଶନ ପରେ…

କୋଣାର୍କ ମନ୍ଦିରରେ ଏକାଧିକ ଫାଟ ନାହିଁ ବିପଦ , ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରତ୍ନତତ୍ତ୍ୱ ବିଭାଗ

କୋଣାର୍କ(କେନ୍ୟୁଜ୍) : ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ । କୋଣାର୍କର ସୁରକ୍ଷା, ସଂରକ୍ଷଣ ଓ ମରାମତିର ତତ୍ତ୍ୱାବଧାନ ପାଇଁ ଦାୟର ମାମଲାରେ ଏହି ସତ୍ୟପାଠ ଦାଖଲ ହୋଇଛି । କୋଣାର୍କ ମନ୍ଦିରରେ ଏକାଧିକ ଫାଟ ଥିବା ଏଥିରେ କୁହାଯାଇଛି । ତେବେ ଏହି ଫାଟ ଯୋଗୁ…