Browsing Tag

konark temple stone

କୋଣାର୍କ ମନ୍ଦିର ପଥର ବଦଳିବା ପ୍ରସଙ୍ଗ, ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ୍) : କୋଣାର୍କ ମନ୍ଦିର ପଥର ବଦଳାଯିବା ପ୍ରସଙ୍ଗରେ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର । ଦିଲ୍ଲୀର ହୁମାୟୁନ ଟମ୍ବରୁ ପଥର ଖସିବା ପରେ ଯେପରି କାରୁକାର୍ଯ୍ଯପୂର୍ଣ୍ଣ ପଥର ଲଗାଯାଇଛି ସେହିପରି କୋଣାର୍କରେ ଲଗାଇବାକୁ ଦାବି କରାଯିବ ।…