Browsing Tag

konark utsav

ମନମୋହିଲା କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟା

କୋଣାର୍କ(କେନ୍ଯୁଜ୍): କୋଣାର୍କ ମହୋତ୍ସବ ୨୦୧୯ର ପ୍ରଥମ ଦିନରେ ପ୍ରଦର୍ଶିତ ହୋଇଛି ପାରମ୍ପରିକ ଓଡ଼ିଶୀ ଓ କଥକ ନୃତ୍ୟ। କୋଣାର୍କ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା ମହାକୁମ୍ଭକୁ ରାଜ୍ୟପାଳ ଗଣେଶୀ ଲାଲ ଉଦଘାଟନ କରଥିଲେ। ଉଦଘାଟନ ସଂଧ୍ୟା ଥିଲା ବେଶ ମନୋରମ। ପ୍ରଥମେ…