Browsing Tag

koraput

ଭିଜିଲାନ୍ସ ଜାଲରେ କିରାଣି, ଘରବାଡ଼ି ପଟ୍ଟା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କୋରାପୁଟ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କିରାଣି । କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ ରେକର୍ଡ ବିଭାଗର କିରାଣି ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଜୟପୁର ଭିଜିଲାନ୍ସ । କିରାଣି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ…

ତୋୟାପୁଟ ଅଞ୍ଚଳରେ କୋକୁଆ ଭୟ: ମାତିଛି ମହାବଳ ବାଘ ,ଚିହ୍ନଟ ହେଲା ଗତିବିଧି

କୋରପୁଟ (କେନ୍ୟୁଜ): ହେଟା ବାଘ ଆତଙ୍କ। କୋରପୁଟ ଲକ୍ଷ୍ମୀପୁର ବ୍ଲକ ତୟାପୁଟ-ଚମ୍ପି ଗାଁ ନିକଟରେ ବୁଲୁଛି ହେଟା ବାଘ। କିମାଝୋଲା ଜଙ୍ଗଲରେ ବାଘ ଥିବାରୁ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ। ଗତକାଲି ରାତିରେ ବାଘଟି ରାସ୍ତା ଉପରେ ବୁଲୁଥିବା ଦେଖି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ।…

ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ କୋରାପୁଟରେ ଘଟିଛି ଦୁର୍ଘଟଣା: ଧକା ଦେଲା କାଠ ବୋଝେଇ ଟ୍ରକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଦୁର୍ଘଟଣା।ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।କୋରାପୁଟ ପୌରପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ୨୬ ନଂ…

କୋରାପୁଟ: ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ

କୋରାପୁଟ(କେନ୍ୟୁଜ୍):ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଅଭାବନୀୟ ଘଟଣା। ହଳଦୀକୁଣ୍ଡ ପଞ୍ଚାୟତର ଅଟଳଗୁଡା ନିକଟରେ ୨ଜଣ ନଦୀକୁ ଯାଇଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗୁମ୍ପାକୁ ଆଶ୍ରୟ…

ହର ଘର ତ୍ରିରଙ୍ଗା ଅଭିଯାନ: ନୂଆ ଓଡ଼ିଆ ଗୀତ ଉଡ଼ରେ ତ୍ରିରଙ୍ଗା ଉଡ଼ ଗାଇ ଚର୍ଚ୍ଚାରେ କୋରାପୁଟ ଅକ୍ଷୟ ସମାରିଲିଆ

କୋରାପୁଟ(କେନ୍ୟୁଜ୍): ଉଡ଼ରେ ତ୍ରିରଙ୍ଗା ଉଡ଼ । ଦେଶର ସବୁ ଥାନେ ଉଡ଼ । କୋରାପୁଟ ଦେଶମନ୍ତପୁରର ଯୁବ ଗାୟକ ଅକ୍ଷୟ କୁମାର ସେମର୍ଲିଆଙ୍କ ଗୀତ ଏବେ ନୂଆ ଟ୍ରେଣ୍ଡ ତିଆରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ହର ଘର ତ୍ରିରଙ୍ଗାର ଆହ୍ବାନ ଦେଇଛନ୍ତି । ଦେଶର ପ୍ରତ୍ୟକ…

ଅକ୍ଷୟଙ୍କ ଦେଶିଆ ଗୀତ ରାଷ୍ଟ୍ରପତିଙ୍କ ପାଇଁ, ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି

କୋରାପୁଟ (କେନ୍ୟୁଜ୍‌) : ଦେଶିଆ ଲୋକଗୀତ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟିଆ ଗୀତକୁ ସମର୍ପିତ କରିଛନ୍ତି ଅକ୍ଷୟ କୁମାର ସେମର୍ଲିଆ । ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ କୋରାପୁଟ ଦଶମନ୍ତପୁରର ଏହି ୨୫ ବର୍ଷୀୟ ଯୁବକ ଅକ୍ଷୟ ଚମତ୍କାର…

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ନବଯୌବନ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ତ ସାରା ବିଶ୍ୱରେ ପ୍ରସିଦ୍ଧ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ଅଦ୍ୟାବିଧି ନୀତି ସବୁ ସ୍ଥାନରେ ପାଳନ କରାଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋରାପୁଟରେ ପାଳିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଜଳ ହୋଇଉଠିଛି ସୁଦୂର କୋରାପୁଟ ଜିଲ୍ଲା। ଦୀର୍ଘ…

ଠିକାଦାର ଖୋଳିଥିବା ଗତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ, କୋରାପୁଟ ମାଝିଗୁଡ଼ାରେ ଅଘଟଣ

କୋରାପୁଟ(କେନ୍ୟୁଜ୍): ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି…

ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ମମ ଭାବେ ମାରି ଦେଲା ପଡ଼ୋଶୀ

ଜୟପୁର (କେନ୍ୟୁଜ୍‌) : ଅଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ମୃତ ଶରୀର ପଡି ରହିଛି । ଘଟଣା ଘଟିଛି କୋରାପୁଟ କୋଟପାଡ ଅଞ୍ଚଳରେ । ଯାହା ଜଣାପଡ଼ିଛି ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଯୁବକ ଘାଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ।…

କୋରାପୁଟ: ଖଡିମାଟି ଖନନକୁ ନେଇ ପୁଣି ଉତ୍ତେଜନା, ପୋଲିସକୁ ଆକ୍ରମଣ ଅଭିଯୋଗରେ ୫ ଗିରଫ

କୋରାପୁଟ (କେନ୍ୟୁଜ): ଖଡିମାଟି ଖନନକୁ ନେଇ ପୁଣି କୋରାପୁଟର ହାଟଶୁକୁ ଓ ପରଜା ଖୁଡୁବୁରେ ଉତ୍ତେଜନା । ଖଣି ଖନନ କରିବାକୁ ଯାଇଥିବା ଜେସିବି ସହ ୨ଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ। ପୋଲିସକୁ ଆକ୍ରମଣ ଅଭିଯୋଗରେ ଗିରଫ ୫ ଜଣକୁ ଖଲାସ କରାନଗଲେ ଅଟକ ଗାଡିକୁ ଛଡା ଯିବନାହିଁ ବୋଲି କହିଛନ୍ତି…

ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌, ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ କଲା ସିଲ

କୋରାପୁଟ (କେନ୍ୟୁଜ): ବିନା ଲାଇସେନସରେ ସିନେମା ଚଲାଉଥୁବାରୁ ସେମିଳିଗୁଡା ସ୍ଥତ ଗ୍ୟାଲେକ୍ସି ସିନେମା ହଲକୁ ୯୪ ହଜାର ଟଙ୍କା ଜରିମାନା ସହ ସିନେମା ହଲକୁ ସିଲ କଲା ଜିଲ୍ଲା ପ୍ରଶାସନ । ଆଜି ପୂର୍ବାହ୍ନରେ କରଯାଇଛି ସିଲ । ସିନେମା ହଲର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।…

ଖଣି ଖନନକୁ ବିରୋଧ କରିବାରୁ ଇନସ୍ପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ ଅଟକ ରଖି ପଚରାଉଚରା

କୋରାପୁଟ(କେନ୍ୟୁଜ୍): ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ । କୋରାପୁଟ ନନ୍ଦପୁର ଥାନା ଇନସପେକ୍ଟର ପ୍ରଫୁଲ ଲାକ୍ରାଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ । ନନ୍ଦପୁର ଥାନା ହାଟଶୁକୁରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି କିଛି ଗ୍ରାମବାସୀ । ଖଣି ଖନନକୁ ବିରୋଧ କରିବାରୁ ଧକ୍କା ମାରି ହାଣିବାକୁ…