Browsing Tag

koraput bus fined

କୋରାପୁଟ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ୫ଲକ୍ଷ ୬୬ ହଜାର ଟଙ୍କାର ଚାଲାଣ କାଟିଲା ଭୁବନେଶ୍ୱର RTO-2

ଭୁବନେଶ୍ବର: ବସ୍‌କୁ ସାଢେ ୫ ଲକ୍ଷରୁ ଅଧିକ ଟଙ୍କାର ଫାଇନ୍‌ । ହାଇୱେ ଡନ୍‌ ନାମକ ଏକ ବସ୍‌ ଉପରେ ପଡିଛି ୫ଲକ୍ଷ ୬୭ହଜାର ୯୮୧ଟଙ୍କାର ଫାଇନ୍‌ । ବସ୍‌ଟି କୋରାପୁଟରୁ ଭୁବନେଶ୍ୱର ଯାଉଥିବାବେଳେ ଭୁବନେଶ୍ୱର RTO-2 ENFORCEMENT WING ଧରିଥିଲା । ବସ୍‌ର ଟ୍ୟାକ୍ସ ଓ ଫିଟନେସ୍‌ ସାର୍ଟିଫିକେଟ୍‌…