Browsing Tag

koraput hal

କୋରାପୁଟ ସୁନାବେଡା ହାଲରେ ପୁଣି ଅଘଟଣ, ବିମାନ ଇଞ୍ଜିନର ପରୀକ୍ଷା କରାଯିବା ସମୟରେ ନିଆଁ ଲାଗିଯିବାରୁ ଲିଭାଇବାକୁ ଯାଇ…

କୋରାପୁଟ : କୋରାପୁଟ ସୁନାବେଡା ହାଲରେ ପୁଣି ଅଘଟଣ । ଟେଷ୍ଟିଂ ହାଉସରେ ବିମାନ ଇଞ୍ଜିନର ପରୀକ୍ଷା କରାଯିବା ସମୟରେ ନିଆଁ ଲାଗିଯିବାରୁ ଲିଭାଇବାକୁ ଯାଇଥିବା ଫାୟାରମ୍ୟାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏଥିରେ ୩ ଜଣ ଫାୟାରମ୍ୟାନ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ସୁନାବେଡା ହାଲ…