Browsing Tag

koraput mahotsav

ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବ କୋରାପୁଟ ଲୋକ ମହୋତ୍ସବ ପରବ, ପ୍ରସ୍ତୁତି ବୈଠକରେ ଉନ୍ମୋଚିତ ହେଲା ପୋଷ୍ଟର

କୋରାପୁଟ(କେନ୍ୟୁଜ୍): ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବ କୋରାପୁଟ ଲୋକ ମହୋତ୍ସବ ପରବ। ଡୁଡୁମା ଜଳପ୍ରପାତର ପାତାଳେଶ୍ୱର ମନ୍ଦିରରୁ ଏହାର ଉଦଘାଟନୀ ହେବ। ଜିଲ୍ଲାପାଳ ଉଦଘାଟନୀ ସ୍ଥଳ ପରିଦର୍ଶନ କରି କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ସଂପାଦନ ହେବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି।…