Browsing Tag

koraput murder case

ମୋବାଇଲ ଦେଲେନି ବୋଲି ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ

କୋରାପୁଟ(କେନ୍ୟୁଜ୍):  ମୋବାଇଲ ନଦେବାରୁ ହତ୍ୟା । ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ । କୋରାପୁଟ ସହରର ମସିପୁଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ସାଙ୍ଗ ପଡିଆକୁ ଖେଳିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ…

କୋରାପୁଟ: ପାରିବାରିକ କଳହରୁ ପୁଣି ଗଡିଲା ମୁଣ୍ଡ, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ

କୋରାପୁଟ(କେନ୍ୟୁଜ): କୋରାପୁଟ ପାରିବାରିକ କଳହରୁ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ। ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ୱାମୀ । କୋରାପୁଟ ସହରର ତ୍ରୀନାଥ ମନ୍ଦିର ସାହି କାଠ ମିଲ୍‌ ନିକଟରେ ହତ୍ୟାକାଣ୍ଡ ଘଟିଛି। ହତ୍ୟା ଘଟଣାରେ ସ୍ୱାମୀ ଜାମା ମାଝୀକୁ ପୋଲିସ ଗିରଫ କରିଛି। ଜାମା ମାଝୀ ଓ…

କୋରାପୁଟ ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା, ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍

କୋରାପୁଟ: କୋରାପୁଟ ପଟାଙ୍ଗୀ ଥାନା ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା । ହତ୍ୟାକାରୀ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍ । ଧନ ପାଇଁ ସଇତାନ୍‌ ବାପା ବାଙ୍ଗୁରୁ ପାଙ୍ଗୀ ତାର କୁନି ଝିଅକୁ ବଳି ଦେଇଥିବା ସନ୍ଦେହ କରାଯାଉଛି । ଧରା ପଡ଼ିଯିବା ଭୟରେ ନିଜେ ରଚିଥିଲା ନିଖୋଜର…