Browsing Tag

koraput news

ଘାଷି ସୁବର୍ଣ୍ଣଙ୍କ ନିଆରା ବାହାଘର, ସଧବା ସାଜିଲେ ବିଧବା ସ୍ତ୍ରୀ

କୋରାପୁଟ (କେନ୍ୟୁଜ) : ମନ୍ଦିରରେ ଚାଲିଛି ମନ୍ତ୍ର ପାଠ।ପରିବାର ଲୋକ ସହ ଗାଁ ଲୋକ ବି ଅଛନ୍ତି। ଆଉ ଏଠି ବର କନ୍ୟା ବସିଛନ୍ତି ମାନେ ଏଠି ଉଭୟ ବର ଓ କନ୍ୟାଙ୍କ ମଧ୍ୟରେ ଚାଲିଛି ବାହାଘର। ତେବେ ଏ ଦୃଶ୍ୟ ଦେଖି ଆପଣ ଭାବୁଥିବେ ଏଥିରେ ନୂଆ କଣ ଅଛି ? ସବୁ ବର କନ୍ୟା ତ ବେଦୀରେ ବସି ହୁଅନ୍ତି ନା…

ମାଛକୁଣ୍ଡ ପୋଲିସ୍ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହା ସହିତ ଗଞ୍ଜେଇ ବୋଝେଇ ଏକ ବୋଲେରୋ ଗାଡି ମଧ୍ଯ ଜବତ କରାଯାଇଛି। ପୋଲିସକୁ ଚକମା ଦେଇ ଡ୍ରାଇଭର ସହ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ସଗର ଛକ…

କୋରାପୁଟ ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ

କୋରାପୁଟ(କେନ୍ଯୁଜ୍): ଦିନକୁ ଦିନ ବଢିଚାଲିଛି ଅପରାଧ। ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍। ପୁଣି ଗଡାଇଛନ୍ତି ଆଉ ଏକ ମୁଣ୍ଡ । କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟଙ୍କ ଘର ରାଜୀବ ନଗରର । ହତ୍ୟା କି…

ଲମତାପୁଟ ନିକଟ ସଗର ଛକରୁ ୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଜଣ ଗିରଫ

କୋରାପୁଟ(କେନ୍ଯୁଜ୍): ଲମତାପୁଟ ନିକଟ ସଗର ଛକରୁ ବିପୁଳ ପରିମାଣର ଗଂଜେଇ ଜବତ। ଆନ୍ଧ୍ର ସୀମାନ୍ତ ପାଡେର ଅଂଚଳରୁ ମଧ୍ୟପ୍ରଦେଶକୁ ଚୋରା ଚାଲାଣବେଳେ ସଗର ଛକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ୨ଟି ଗାଡିରୁ ୨କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇର ଆନୁମୂନିକ ମୂଲ୍ୟ…

ପଇଡ ବୋଝେଇ ଗାଡିରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ପୋଲିସକୁ ଚକମାଦେବା ପାଇଁ ପଇଡ ବୋଝେଇ ଗାଡିରେ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଚାଲଣକାରୀ  । ସେମାନଙ୍କ ନିକଟରୁ ୭ କ୍ବିଣ୍ଟାଲ ୪୦୦ ଗ୍ରାମ…

କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ, ରାଜସ୍ଥାନର ୩ ଗିରଫ

କୋରାପୁଟ(କେନ୍ଯୁଜ୍): କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ। ରାଜସ୍ଥାନକୁ କାର୍ ଯୋଗେ ଗଂଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଟିକାପୁଟ ଛକ ଠାରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଏକ ଡଷ୍ଟର କାର ମଧ୍ୟରେ ଗଂଜେଇ ଚାଲାଣ…

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଚାଳକ ଓ ଚାଲାଣକାରୀ ଫେରାର୍

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ସହ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ନନ୍ଦପୁର ଓ ପାଡ଼ୁଆ ପୋଲିସ । ଆନ୍ଧ୍ର ସୀମାନ୍ତରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଚନ୍ଦକା ନିକଟରେ ଗାଡ଼ିକୁ ଜବତ କରିଛି ପୋଲିସ। ତେବେ ଗାଡ଼ି ଚାଳକ ଓ ଚାଲାଣକାରୀ ଘଟଣାସ୍ଥଳରୁ…

ମାଲବାହୀ ଟ୍ରେନ ଧକ୍କାରେ ସ୍କର୍ପିଓ ଗାଡି ଚୁରମାର, ଡ୍ରାଇଭର ଆହତ

କୋରାପୁଟ : ମାଲବାହୀ ଟ୍ରେନ ଧକ୍କାରେ ସ୍କର୍ପିଓ ଗାଡି ଚୁରମାର। ଗାଡିର ଡ୍ରାଇଭର ଆହତ। ଆହତ ଡ୍ରାଇଭରକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି। ଗତକାଲି ରାତି ୧୧ଟାରେ ଘଟିଛି ଏହି ଘଟଣା । କୋରାପୁଟରୁ ଧୁସୁରାଗୁଡା ଗାଡିରେ ଯାଉଥିବାବେଳେ…

କୋରାପୁଟ ଜୟପୁର ରେଳରାସ୍ତା ମାନବର ଷ୍ଟେସନ ନିକଟରେ ଅଘଟଣ, ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

କୋରାପୁଟ: ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ। କୋରାପୁଟ ଜୟପୁର ରେଳରାସ୍ତାର ମାନବର ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା।ମୃତ ଯୁବକର ପରିଚୟ ମିଳିଛି। ଷ୍ଟେସନ ନିଜଟରେ ଅବସ୍ଥିତ ଗୌଡଗୁଡା ଗ୍ରାମର ଖୁଢି ଗୌଡ ବୋଲି ଜଣା ପଡିଛି। ଯୁବକର ମୁଣ୍ଡରୁ ଶରୀର ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି।…

ଜଳଛାୟା ପ୍ରକଳ୍ପ ବିଭାଗର ସେଚ କୂପ ଜରିଆରେ ଲୋକଙ୍କୁ ମିଳୁଛି ନିଶ୍ଚିତ ରୋଜଗାର, ହେଉଛି ଚିରସ୍ଥାୟୀ ବିକାଶ

କୋରାପୁଟ:  ପାହାଡିଆ ଟାଙ୍ଗରା ଜମିରେ ଫଳୁଛି ସୁନାର ଫସଲ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଦ୍ଵାରା କୋରାପୁଟ ଚାଷୀ ହେଉଛନ୍ତି ଉପକୃତ। ପାହାଡିଆ ଉଚ୍ଚ ସ୍ଥାନରେ ଜମି ଥିବାରୁ ଇଛା ଥିଲେ ମଧ୍ୟ ଜଳ ଅଭାବରୁ ଚାଷୀ ତା ଜମିରେ ଚାଷ କରିପାରୁନଥିଲା। ଜଳ ଅଭାବରୁ ଫସଲ ନଷ୍ଟ ହେବା ଆଶଙ୍କାରେ…

କୋରାପୁଟ ଜର୍ଟି ଷ୍ଟେସନରେ ଅଘଟଣ: ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୩ଟି ବଗି

କୋରାପୁଟ: ଟ୍ରାକରୁ ଖସିଲା ଟ୍ରେନ୍‌। ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରାକରୁ ୧୩ଟି ବଗି ଖସିଯାଇଥିବା ସୂଚନା ମିଳିଛି। କୋରାପୁଟ ଜର୍ଟି ଷ୍ଟେସନରେ ଭୋର ୪ଟା ୩୦ରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା…

ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସିଲା ବାଇକ୍; ଜଣେ ମୃତ ଓ ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ସ୍ଥିତ ଦଣ୍ଡାବଡ଼ ଗ୍ରାମ ପାଖରେ ବାଇକରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଏକ ପୋଲ ଉପରୁ ଖସି ପଡି ଜଣେ ମୃତ ଓ ଜଣେ ଆହତ । ମୃତକ ବ୍ୟକ୍ତି ଦଶମନ୍ତପୁର ବ୍ଲକ ଦଣ୍ଡାବଡ଼ ଗ୍ରାମର ସଇନୋ ପ୍ରେସ୍କା (୪୦) ଓ ଆହତ ବ୍ୟକ୍ତି…