Browsing Tag

koraput police

ଦୁଇ ଜଣ ପେଶାଦାର ଚୋରଙ୍କୁ ଗିରଫ କଲା କୋରାପୁଟ ଟାଉନଥାନା ପୋଲିସ

କୋରାପୁଟ(କେ ନ୍ୟୁଜ): କୋରାପୁଟ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକାଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ଜଣ ପେଶାଦାର ଚୋରକୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣଙ୍କ ଘର କୋରାପୁଟ ସହରରେ ବୋଲି ଜଣାଯାଇଛି । ଏମଧ୍ୟରୁ ଜଣେ କାର୍ତିକ ଖିଲର ଘର…