Browsing Tag

korean

ସୁନ୍ଦର ଚେହେରା ହେଲେ ଏଠି ବୟସ ବଢୁଛି ଶୀଘ୍ର, ଦୁଇ ସପ୍ତାହରେ ବଢିଯାଏ ବୟସ !

ଦୁନିଆରେ କିଏ ସୁନ୍ଦର ରହିବାକୁ ଚାହେଁନି । ଏଥିପାଇଁ କିଏ କେତେ କଣ କରନ୍ତି । ଏମିତିରେ ସୁନ୍ଦର ଚେହେରା କଥା ଉଠିଲେ, କୋରିଆନଙ୍କ ସୁନ୍ଦରତା ଓ ସେମାନଙ୍କ ଲୁକ୍ସକୁ ନେଇ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସବୁବେଲେ କୋରିଆନଙ୍କ ଭଳି ଗ୍ଲାସ ଲୁକ୍ସ ପାଇବାକୁ କେତେ କଣ ତରିକା…

ବିବାହ କରିବାକୁ ଯାଉଛନ୍ତି କୋରିଆନ ୱେବ ସିରିଜର ଫେମସ ଯୋଡି

କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ ପସନ୍ଦ । ଏହାରି ଭିତରେ ଖବର ଆସିଛି କି ଦକ୍ଷିଣ କୋରିଆ ତାରକା ସନ ୟେ ଜିନ ଓ ହ୍ୟୁନ ବିନ ବିବାହ କରିବାକୁ ଘୋଷଣା କରିଛନ୍ତି । ଏହି ଦମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରିବା ପରେ ପାଖାପାଖି ବର୍ଷେ ପରେ ଖବର ମିଳିଛି କି ବିଶ୍ୱର ହିଟ କୋରିଆନ ଡ୍ରାମା…