Browsing Tag

koshali film jharan

ଗାଁର କଳା ଓ ସଂସ୍କୃତିକୁ ନେଇ କୋଶଲି ସିନେମା ‘ଝରନ୍‌’

ଗାଁର କଳା ଓ ସଂସ୍କୃତିକୁ ନେଇ ତିଆରି ହୋଇଛି ଏକ ସମ୍ପୂର୍ଣ୍ଣ କୋଶଲି ମନୋରଞ୍ଜନ ସିନେମା ‘ଝରନ୍‌’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ଭଟାଚାର୍ଯ୍ୟ । ସିନେମାରେ ମୋଟ ୪୮ଟି ଚରିତ୍ର ରହିଥିବାବେଳେ ୧୨ଟି ମୁଖ୍ୟ ଚରିତ୍ର ରହିଛି । ସିନେମାଟିର କାହାଣୀ ଏଭଳି ରହିଛି, ଗାଁରେ ନାଚ ହେଉ କି…