Browsing Tag

kotia issue

ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ, ବିଭିନ୍ନ ଗାଁ ଲୋକଙ୍କ ସହ କଲେ ଆଲୋଚନା

କୋରାପୁଟ (କେନ୍ୟୁଜ୍‌) : କିଛି ମାସ ଚୁପ ରହିଲା ପରେ ପୁଣି ବଦମାସୀ ଆରମ୍ଭ କରିଛି ଆନ୍ଧ୍ର । ଆନ୍ଧ୍ର ଅଧିକାରୀମାନେ ପୁଣିଥରେ କୋଟିଆରେ ପ୍ରବେଶ କରି ବୈଠକ କରିଛନ୍ତି। ନେରେଡି ଓ୍ଵାଲସା ଠାରେ ବୈଠକ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଆନ୍ଧ୍ରର ଉନ୍ନୟନ ମୁଳକ କାର୍ଯ୍ଯ କଣ କରାଯିବ…

କୋଟିଆ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): କୋଟିଆ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ରୁଜୁ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟରେ ନିିର୍ଦ୍ଦେଶର ଅବମାନନା ନେଇ ଓଡ଼ିଶା ସରକାର ମାମଲା ରୁଜୁ କରିଛନ୍ତି।…