Browsing Tag

kotla ground

ଫିରୋଜ ଶାହ କୋଟଲା ପଡ଼ିଆରେ ଲାଗିଲା ଅରୁଣ ଜେଟ୍‌ଲୀଙ୍କ ୬ ଫୁଟ୍‌ର ମୂର୍ତ୍ତି, ଅନାବରଣ କଲେ ଗୃହମନ୍ତ୍ରୀ ଅମିତ ଶାହ

ଆଜି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘର ପୂର୍ବ ଅଧ୍ୟକ୍ଷ ଅରୁଣ ଜେଟଲୀଙ୍କ ଜନ୍ମଦିନ। ଏ ଅବସରରେ ଦିଲ୍ଲୀର ଫିରୋଜ ଶାହ କୋଟଲା ପଡ଼ିଆରେ ସୋମବାର ସ୍ୱର୍ଗୀୟ ଅରୁଣ ଜେଟଲୀଙ୍କ ମୂର୍ତ୍ତି ଅନାବରଣ କରାଯାଇଛି। ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆୟୋଜିତ ଏହି…