Browsing Tag

kotpad accident

ଜୟପୁର: ଲୁହରେ ଭିଜିଲା କଲଚା ଗାଁ, ଜନ୍ମି ନଥିଲେ କେହି ଏକାଠି ହୋଇ କିନ୍ତୁ ଏକାଠି ଜଳିଲା ୯ଟି ଜୁଇ

ଜୟପୁର(କେନ୍ୟୁଜ୍): ଜଳିଲା ସମୂହ ଜୁଇ। ପଞ୍ଚଭୂତରେ ଲୀନ ହେଲେ ୯ ଜଣଙ୍କ ଜୀବନ । ଆଜି ପୁରା ଶୋକାକୂଳ ପରିବେଶରେ  ସମାପନ ହେଇଛି ସମସ୍ତଙ୍କ ଶେଷକୃତ୍ୟ । ଗାଁ ଲୋକଙ୍କ କାନ୍ଧରେ ମଶାଣି ଯିବାଠାରୁ ଆରମ୍ଭ  କରି ଶେଷକୃତ୍ୟ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନଥିଲା ।  କାହାର ମା…