Browsing Tag

kottankulangara sridevi temple

ବିଚିତ୍ର ଲାଗୁଥିଲେ ବି ସତ୍ୟ, ଏହି ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ସଜେଇ ହୁଅନ୍ତି ପୁରୁଷ

ଖାସ୍‌ କରି ଅନେକ ମନ୍ଦିରରେ ମହିଳା ଏବଂ ୧୧ ବର୍ଷ ଉପରକୁ ଝିଅମାନଙ୍କ ପ୍ରବେଶ ମନା କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଦେଶର କେରଳରେ ଏଭଳି ଏକ ମନ୍ଦିର ରହିଛି, ଯେଉଁ ମନ୍ଦିରରେ ପୁରୁଷମାନଙ୍କୁ ମହିଳାଙ୍କ ବେଶରେ ପ୍ରବେଶ କରିବା ପାଇଁ ଅନୁମତି ରହିଛି। ଅନ୍ୟଥା ମନ୍ଦିରରେ ପ୍ରବେଶ…