Browsing Tag

kp gosavi arrested

୧୮ କୋଟି ଟଙ୍କାର ଡିଲ୍‌! ମୁମ୍ବାଇ ପୋଲିସ୍ ହାତରେ ଗୋଷାଭୀଙ୍କୁ ପୂଜା ଦଦଲାନି ଭେଟିବା ସମୟର ସିସିଟିଭି ଫୁଟେଜ୍

ମୁମ୍ବାଇ : ବଢ଼ିଲା ଗୋଷାଭିଙ୍କ ଅଡୁଆ । ମୁମ୍ବାଇ ପୋଲିସ ହାତରେ ଗୋଷାଭୀଙ୍କୁ ପୂଜା ଦଦଲାନି ଭେଟିବା ସମୟର ସିସିଟିଭି ଫୁଟେଜ । ଆର୍ଯ୍ୟନ ଖାନ୍‌ ଗିରଫ ପରେ ୧୮ କୋଟି ଟଙ୍କାର ଡିଲ୍‌ କରିଥିଲା ଗୋଷାଭି । ଆଗୁଆ ୫୦ ଲକ୍ଷ ଟଙ୍କା ନେଇଥିଲା ଗୋଷାଭି । ତଦନ୍ତ କରୁଥିବା SIT ହାତରେ ଲାଗିଛି…

ଆର୍ଯ୍ୟନ୍‌ ଖାନ୍‌ କେସ୍‌ର ସାକ୍ଷୀ କେପି ଗୋସାବୀ ଗିରଫ, ଦୀର୍ଘ ଦିନ ହେଲା ଥିଲେ ଫେରାର

ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାବୀଙ୍କୁ ବାନ୍ଧିଛି ପୁଣେ ପୋଲିସ। କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲେ। ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ…