Browsing Tag

kranti diwas

ଆଜି ଅଗଷ୍ଟ କ୍ରାନ୍ତି ଦିବସ: ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ: ଆଜି ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ଅଗଷ୍ଟ ୯ ତାରିଖ, ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ । ସ୍ୱାଧୀନତା ପରଠୁ ଏହି ଦିନକୁ ସାରା ଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ଭାରତକୁ ସ୍ୱାଧୀନତା ପ୍ରଦାନ ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ…