Browsing Tag

krishna and karna

ଜାଣନ୍ତୁ କାହିଁକି କୃଷ୍ଣ ନିଜ ହାତରେ କରିଥିଲେ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର !

ମହାଭାରତରେ ଦାନବୀର କର୍ଣ୍ଣଙ୍କ କଥା ତ ଆପଣ ଶୁଣିଥିବେ ଯିଏ ନିଜ ଜୀବନକୁ ଖାତିର ନକରି ମଧ୍ୟ ନିଜର କବଚ ଏବଂ କୁଣ୍ଡଳକୁ ଦାନ କରିଦେଇଥିଲେ। ଦାନବୀର କର୍ଣ୍ଣ କୌରବଙ୍କ ପକ୍ଷରୁ ପାଣ୍ଡବଙ୍କ ବିରୋଧରେ ଯୁଦ୍ଧକୁ ଓହ୍ଳାଇଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି କର୍ଣ୍ଣଙ୍କର ଅନ୍ତିମ ସଂସ୍କାର ଭଗବାନ…