Browsing Tag

kriti sanon

ଅଯୋଧ୍ୟାରେ ପ୍ରଥମେ ରିଲିଜ୍ ହେବ ‘ଆଦିପୁରୁଷ’ର ଟିଜର, ଆରମ୍ଭ ହେଲା ପ୍ରମୋସନ

ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ ଅଯୋଧ୍ୟାଙ୍କୁ ବାଛିଛନ୍ତି। ତେବେ ପ୍ରଥମେ ଏହି ଫିଲ୍ମ ଅଯୋଧ୍ୟାରେ ରିଲିଜ୍ ହେବ ବୋଲି କୁହାଯାଉଛି। ସମସ୍ତେ ଏହି…

ଭେଡିୟା ପାଇଁ ଘଞ୍ଚ ଜଙ୍ଗଲରେ ରାତିରେ ଦୌଡିଲେ ବରୁଣ ଧଓ୍ଵନ, ଅଭିନେତାଙ୍କୁ ଦେଖି ଡରିଲେ ଫ୍ୟାନ୍ସ

ବରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ର ଟିଜର ରିଲିଜ ହୋଇଛି। ଟିଜରରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖି ଦର୍ଶକଙ୍କ ମନରେ ଉତ୍ସାହ ବଢିଯାଇଛି। ଅନେକ ଦିନରୁ ଫିଲ୍ମକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ତେବେ ଏମିତିରେ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣା କରିବା ପାଇଁ ଫିଲ୍ମର ଟିଜର ରିଲିଜ…

କ୍ରିତିଙ୍କୁ ପାଖରେ ବସାଇ ନିଜ ହାତରେ କେକ୍‌ ଖୁଆଇଦେଲେ କାର୍ତ୍ତିକ, ଫଟୋ ଦେଖି ଫ୍ୟାନ୍ସ କରୁଛନ୍ତି ଲିଙ୍କଅପ୍‌…

ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ରିତି ସାନନ ନିଜର ଅଭିନୟ ବଳରେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିସାରିଲେଣି। ଅଭିନେତ୍ରୀ ଜଣକ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’…

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ ପ୍ରେମୀଙ୍କ ପାଇଁ ଅନେକ ପ୍ରକାରର ରୋମାଞ୍ଚକର ଫିଲ୍ମ ମନୋରଞ୍ଜନ ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିଛି । ଯାହାଦ୍ୱାରା କୋଭିଡ –୧୯ ର ଏତେ ଖରାପ ସମୟ…

ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାରଙ୍କର ସୁପର ମୁଭି , ଜବରଦସ୍ତ ମନୋରଂଜନ ପାଇଁ ହୋଇଯାଆନ୍ତୁ ରେଡି

ଫିଲ୍ମ ଦେଖିବା ପାଇଁ କାହାକୁ ବା ପସନ୍ଦ ନୁହେଁ । ବଲିଉଡ ଫିଲ୍ମ ଠାରୁ ଆରମ୍ଭ କରି ହଲିଉଡ ଫିଲ୍ମ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ସବୁବେଳେ ଏକ୍ସସାଇଟେଡ ଥାଆନ୍ତି ଦର୍ଶକମାନେ । ପୁଣି ବର୍ତ୍ତମାନ ଏତେ ଦିନ ବ୍ୟବଧାନ ପରେ ଯେତେବେଳେ ହଲ ରେ ଫିଲ୍ମ ରିଲିଜ ହେଉଛି ଫିଲ୍ମ ଦେଖିବା ପାଇଁ ହଲ ରେ ମଧ୍ୟ…

ସାମ୍ନାକୁ ଆସିଲା ‘ଭେଡ଼ିଆ’ର ଫାଷ୍ଟଲୁକ୍‌, ପ୍ରଥମ ଥର ପାଇଁ ଭୟଙ୍କର ଅନ୍ଦାଜରେ ନଜର ଆସିଲେ ବରୁଣ ଧଓ୍ଵନ୍‌; ନଜର…

ସାମ୍ନାକୁ ଆସିଲା ବରୁଣ ଧଓ୍ଵନ୍‌ ଓ କୃତି ସେନନ୍‌ଙ୍କ ଅଭିନୀତ ଫିଲ୍ମ ‘ଭେଡ଼ିଆ’ର ଫାଷ୍ଟ ଲୁକ୍‌। ଏହି ଫିଲ୍ମ ୨୫ ନଭେମ୍ବର ୨୦୨୨ରେ ହଲ୍‌କୁ ଆସିବ। ଫାଷ୍ଟ ଲୁକ୍‌ ପୂର୍ବରୁ ବୁଧବାର ଦିନ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ। ଏଥିସହ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଗୁରୁବାର…

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କୃତି ସାନନ୍‌, ନିଜେ କଲେ ଖୁଲାସା

ଅଭିନେତ୍ରୀ କୃତି ସାନନ୍‌ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମିମିର ସଫଳତା ପରେ କୃତି ନିଜ ଆଗାମୀ ବିଗ୍‌ ବଜେଟ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ରେ କୃତିଙ୍କ ସହ ଲିଡ୍‌ ରୋଲ୍‌ରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ…

ସରୋଗସୀ ଉପରେ ଆଧାରିତ କୃତିଙ୍କ ‘ମିମି’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଷ୍ଟୋରୀ ସହ ରହିଛି କମେଡି ତଡ଼କା

ସରୋଗେସୀ ଓ ପ୍ରେଗ୍‌ନାନ୍ସି ଉପରେ ଆଧାରିତ ବଲିଉଡ୍‌ ଅଭିନେତ୍ରୀ କୃତି ସାନନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମିମି’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କୃତିଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମରେ କୃତିଙ୍କ ସହ ପଙ୍କଜ ତ୍ରିପାଠୀ ମଧ୍ୟ…

ଫିଲ୍ମ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧମାଲ କରିବେ କୃତି ସାନନ୍, ସାଙ୍ଗରେ ଆସିବେ ପ୍ରତୀକ

ବଡ଼ ପରଦା ପରେ ଏବେ ଓଟିଟି ପ୍ଲାଟଫର୍ମରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ଚୁଲବୁଲି ନାୟିକା କୃତି ସାନନ୍। ଖବର ମୁତାବକ, ଜି୫ ଖୁବଶୀଘ୍ର ରକ୍ତପଥ ନାମକ ୱେବ୍ ସିରିଜ ବିଷୟରେ ଘୋଷଣା କରିବାକୁ ଯାଉଛି। ଏବେ ଏହାର କାଷ୍ଟିଂ ଚାଲିଥିବା ବେଳେ ଏଥିରେ କୃତି ପ୍ରମୁଖ ଭୂମିକାରେ…

କ୍ରିତି ସାନନ୍‌ଙ୍କ ଏହି ଫଟୋ ଦେଖି ନିଜକୁ ରୋକି ପାରିଲେନି ବିଗ-ବି, ଦେଲେ କିଛି ଏମିତି କମେଣ୍ଟ

ବଲିଉଡର କଳାକାରଙ୍କୁ ଆପଣ ସୋସିଆଲ ମିଡିଆରରେ ଆକ୍ଟିଭ ଥିବାର ଦେଖୁଥିବେ। ନିଜ ଡେଲି ଲାଇଫର ପ୍ରତ୍ୟେକଟି ମୂହୁର୍ତ୍ତକୁ କ୍ୟାପଚର କରି ସୋସିଆଲ ମିଡିଆରେ ସେମାନେ ପୋଷ୍ଟ କରିଥାନ୍ତି। ଯେକୌଣସି ସୁଟ୍‌ ହେଲେ ଏହାର ଫଟୋକୁ ନିଜ ଆକାଉଣ୍ଟରେ ହାସଟ୍ୟାଗ୍‌ ସହ ଅପଡେଟ କରନ୍ତି। ଏବେ ଏମିତି ଏକ…

ଫିଲ୍ମ ‘ଆଦିପୁରୁଷ’ରେ ସୀତା ହେବେ କ୍ରିତି ସାନନ, ଇନ୍‌ଷ୍ଟାରେ ଫଟୋ ଶେୟାର କରି ସୂଚନା ଦେଲେ ଏହି ଅଭିନେତ୍ରୀ

ଫିଲ୍ମ ‘ଆଦିପୁରୁଷ’କୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ଓ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ। ସେପଟେ ଫିଲ୍ମକୁ ନେଇ ଆଉ ଏକ ଅପ୍‌ଡେଟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କ୍ରିତି ସାନନ ବି ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ପ୍ଲେ କରିବେ। ପ୍ରଭାସ ରାମ, ସୈଫ୍‌…

ଫିଲ୍ମ ‘ଗଣପତ୍‌’ରେ ପୁଣିଥରେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ କୃତି ସାନନ୍‌, ସାମ୍ନାକୁ ଆସିଲା ମୋଶନ୍‌ ପୋଷ୍ଟର

ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କୃତି। ଫିଲ୍ମ ‘ଗଣପତ୍‌’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ।…