Browsing Tag

krushaka sangha strike

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆରମ୍ଭ ହେବ ନବନିର୍ମାଣ କୃଷକ ସଂଘର ୨ୟ ପର୍ଯ୍ଯାୟ ସତ୍ୟାଗ୍ରହ

ଭୁବନେଶ୍ବର(କେନ୍ଯୁଜ୍) : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆରମ୍ଭ ହେବ ନବନିର୍ମାଣ କୃଷକ ସଂଘର ୨ୟ ପର୍ଯ୍ଯାୟ ସତ୍ୟାଗ୍ରହ। ଆସନ୍ତା ୧୨ ତାରିଖରେ ପ୍ରତି ପଞ୍ଚାୟତ ଆଗରେ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯିବ। ୧୫ରେ ଥାନା ଆଗରେ ଅନଶନ କରିବ ନବନିର୍ମାଣ କୃଷକ ସଙ୍ଗଠନ। ଦାବିପୂରଣ ନହେଲେ ଆଇନ…