Browsing Tag

ks alagiri

କେ.ଏସ ଆଲାଗିରି କରୋନା ପଜିଟିଭ ଚିହ୍ନଟ

ଜନନେତାଙ୍କୁ କରୋନା ଭାଇରସ୍‌। ତାମିଲନାଡୁ ରାଜ୍ୟ କଂଗ୍ରେସ ସଭାପତି କେ.ଏସ ଆଲାଗିରି କରୋନା ପଜିଟିଭ ଚିହ୍ନଟ । କରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।