Browsing Tag

kuakhai river

ଗଣେଶ ପୂଜାରେ ଅଘଟଣ: କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ

କଟକ(କେନ୍ୟୁଜ୍): ଗଣେଶ ପୂଜାରେ ଅଘଟଣ। କୂଆଖାଇ ନଦୀରେ ବୁଡି ଦୁଇ ନାବାଳକ ନିଖୋଜ। ଗଣେଷ ପୁଜାରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ମିଳିଥିବା ସୂଚନା ମୁତାବକ ଭୁବନେଶ୍ବର ପଟିଆ ଅଞ୍ଚଳର ୫ ଜଣ ବାଳକ ଗଣେଷ ପୂଜା ପାଇଁ ବୁଲା ବୁଲି କରୁଥିଲେ। ସମସ୍ତେ ପ୍ରତାପ ନଗରୀ ବିଜୁ ସେତୁ ଉପରେ…

କୂଆଖାଇ ନଦୀରେ ଭାସୁଛି ମୃତଦେହ, ଉଦ୍ଧାର ପରେ ମିଳିଲା ପରିଚୟ

କଟକ(କେନ୍ଯୁଜ୍): ମଙ୍ଗଳବାର ଅର୍ଥାତ୍ ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ କୂଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ମୃତଦେହକୁ ନଦୀରେ ଭାସୁଥିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି…

କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍): କୂଆଖାଇ ନଦୀପଠାରେ ଅଚିହ୍ନା ମୃତଦେହ । କଣ୍ଟାଘୋଟା ଗାଁ ନିକଟରେ ଗଳିତ ମୃତଦେହ ଉଦ୍ଧାର । ଅଚିହ୍ନା ମୃତଦେହକୁ ଦେଖି ଗାଁ ଲୋକ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାର ଘଟଣା: ବିଭିନ୍ନ ସ୍ଥାନରେ ଶହେଟି ପୋଷ୍ଟର ମାରିଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଈପଠାରୁ ମୃତଦେହ ଉଦ୍ଧାରର ୩ ଦିନ ପରେ ବି ଯୁବକଙ୍କର ମିଳିପାରିନି ପରିଚୟ । ଯୁବକଙ୍କ ହୁଲିଆ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ପ୍ରସ୍ତୁତ ଶହେଟି ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ପୋଷ୍ଟରରେ ଯୁବକଙ୍କ ସଂପର୍କରେ କିଛି ସୂଚନା…

ବାଙ୍କୁଆଳ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ ସାଙ୍ଗ: ବଞ୍ଚିଗଲେ ତିନି, ଜଣେ ମୃତ

ଭୁବନେଶ୍ବର: ବାଙ୍କୁଆଳ କୁଆଖାଇ ନଦୀରେ ଅଘଟଣ । ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ୩ ଜଣ ଯୁବକ କୂଳକୁ ଚାଲି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ଚାରିଜଣ ବାଳକ…

ଜମି ମାଫିଆଙ୍କ କବଜାରେ କୂଆଖାଇ ନଦୀ ପଠା : ବେଆଇନ୍‌ ଭାବେ ନିଜ ନାଁରେ ହାତେଇଛନ୍ତି ଜମି, ପ୍ରତିବାଦରେ ସ୍ଥାନୀୟ…

କଟକ (କେନ୍ୟୁଜ୍) : ଜମି ମାଫିଆଙ୍କ କବଜାରେ କୁଆଖାଇ । ସିଏମସି ୫୬ ନମ୍ବର ନମ୍ବର ଓ୍ଵାର୍ଡରେ ଥିବା ଇମାତପୁର ମୌଜାର କୁଆଖାଇ ନଦୀ ଶଯ୍ୟା ଏବେ ବିପଦରେ । ଚଂଚକାତ କରି ନଦୀ ଗର୍ଭକୁ ମାଫିଆ ନିଜ ନାଁରେ କରି ନେଇଛନ୍ତି । ଆରମ୍ଭ କରିଛନ୍ତି ନିର୍ମାଣ କାର‌୍ୟ୍ୟ । ଏହାର ପ୍ରତିବାଦରେ ଜଳ…